କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର – ସୁବ୍ରତ ବାଗ୍ଚି
ଓଡିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=_mquJ_IQ4Fw]
ଓଡ଼ିଶାରେ କରୋନା ମୁକାବିଲା ପାଇଁ ରାଜ୍ୟ ସରାକାରଙ୍କ ପରିକଳ୍ପନା ଏବଂ ପଦକ୍ଷେପ ସମ୍ପର୍କରେ ସୂଚନା ଦେଉଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗ୍ଚି।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଉପରେ...
ବିଜୟ ଦିବସ : ୧୯୭୧ରେ ଭାରତ ପାକିସ୍ତାନ ଭିତରେ କାହିଁକି ହୋଇଥିଲା ଘମାସନ ଯୁଦ୍ଧ?
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୭୧ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ। ଭାରତ ସହାୟତାରେ ସୃଷ୍ଟି ହୋଇଥିଲା ବାଂଲାଦେଶ।
୧୬ ଡିସେମ୍ଵର, ଭାରତୀୟ ଇତିହାସ ପୃଷ୍ଠାରେ ଏକ ସ୍ଵର୍ଣ୍ଣିମ ଦିନ। ଏହି ଦିନ ପାକିସ୍ତାନଠାରୁ ଭାରତର ଐତିହାସିକ...
ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ: ନୟାଗଡ ଜିଲ୍ଲାର ୩ ଜଣଙ୍କୁ ନିଲମ୍ବନ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନୟାଗଡ ଜିଲ୍ଲାର ତିନି ଜଣ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେପି। ସେମାନେ ହେଲେ ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନ, ପ୍ରଦୀପ ଜେନା ଓ...
ବେକାବୁ କୋରୋନା – ଚୀନରେ ମୃତ୍ୟୁ ସଂଖ୍ୟା ୧୭୭୦
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନରେ ଚୀନରେ ବେକାବୁ ହେଉଛି କୋରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ଚୀନରେ ୧୭୭୦ ଜଣଙ୍କ ଜୀବନ ନେଲାଣି କୋରୋନା। ସେହିପରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାରରେ ପହଞ୍ଚିଛି।
ବିଶ୍ୱର ୨୭ରୁ...
ଫେବ୍ରୁଆରି ୧୮ରୁ ଓଡ଼ିଶା ଷ୍ଟାମ୍ପଭେଣ୍ଡର ମହାସଂଘର ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନୋଟି ପ୍ରମୁଖ ଦାବିକୁ ନେଇ ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ମହାସଂଘ ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଇ-ଷ୍ଟାମ୍ପ...
ବାଲେଶ୍ୱରରେ ଜମୁଛି ପ୍ରଚାର – ଡେରା ପକାଇଛନ୍ତି ବିଜେପି, ବିଜେଡିର ହେଭିୱଟ ନେତା
ସରୋଜ କୁମାର ମହାପାତ୍ର
ବାଲେଶ୍ୱର ଏବେ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ଜିତିବା ପାଇଁ ଚାଲିଛି ଅଙ୍କକଷା।
ସାଧାରଣ ନିର୍ବାଚନର ୧୮ ମାସ ପରେ ଓଡ଼ିଶା ଆଉ ଦୁଇଟି ଉପ-ନିର୍ବାଚନକୁ ସାମ୍ନା କରିଛି।...
ଫେବ୍ରୁଆରି ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ୨୦୨୫ ମସିହାରେ ହେବାକୁଥିବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଉଭୟ ପରୀକ୍ଷା ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର...
ହୋଲି ଖେଳ ପରେ କେମିତି ଛଡ଼େଇବେ ଦେହରୁ ରଙ୍ଗ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଁଠାରୁ ସହର ଚାରିଆଡ଼େ ଏବେ ହୋଲିର ମାହୋଲ। ରଙ୍ଗ ବେରଙ୍ଗର ଫଗୁ ଧରି ଚାଲିଛି ପରସ୍ପରକୁ ହୋଲିର ଶୁଭେଚ୍ଛା ଦିଆନିଆ। ହୋଲି ଖେଳ ପରେ ସମସ୍ତଙ୍କର ଗୋଟିଏ ଚିନ୍ତା କେମିତି ଛାଡ଼ିବ ଦେହରୁ ରଙ୍ଗ?
ରଙ୍ଗର ପର୍ବ ହୋଲି। ରଙ୍ଗ ବେରଙ୍ଗର ଫଗୁ ଧରି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମସଗୁଲ...
ଭୁବନେଶ୍ୱର – ହୋଟେଲରେ ଖାଇବା ତରିକା ଏଣିକି ବଦଳିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ ଉଠିବା ପରେ ଭୁବନେଶ୍ୱରରେ ହୋଟେଲ ଖାଇବା ଢାଞ୍ଚା ଓ ବ୍ୟବସ୍ଥା ପୂରାପୂରି ବଦଳିବାକୁ ଯାଉଛି। ଏଣିକି ପ୍ରି ଅର୍ଡର, କ୍ଲାଉଡ଼ କିଚେନ ଓ ଡିଜିଟାଲ ପେମେଣ୍ଟ ଉପରେ ଅଧିକ ଗୁରୁତ୍ୱ...
କୁଲି ସାଜିଲେ, ଯାତ୍ରୀଙ୍କ ବ୍ୟାଗ ବୋହିଲେ ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କୁଲି ଅବତାର, କୁଲିଙ୍କ ଡ୍ରେସ ପିନ୍ଧିଲେ ଯାତ୍ରୀଙ୍କ ବ୍ୟାଗ ଉଠାଇଲେ
ରେଳ ଷ୍ଟେସନରେ କୁଲି ଲୁକରେ ନଜର ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦିଲ୍ଲୀସ୍ଥିତ ଆନନ୍ଦ...


















