ଅଶ୍ଵିନୀଙ୍କୁ ଛାଡ଼ିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ

ଓଡ଼ିଶାଲାଇଭ ବ୍ୟୁରୋ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ) ଦଳ କିଙ୍ଗ୍ସ ଇଲେଭେନ ପଞ୍ଜାବର ପୂର୍ବତନ କ୍ୟାପଟେନ ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ରିଲିଜ କରିଛି ଦଳ। ୨୦୨୦ ଆଇପିଏଲରେ ଅଶ୍ଵିନୀ ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଖେଳିବେ ବୋଲି ଜଣାପଡ଼ିଛି। ଅଶ୍ଵିନୀଙ୍କ...

ଲିଙ୍ଗଭିତ୍ତିକ ହିଂସାର ମୁକାବିଲା ପାଇଁ ଓଡ଼ିଶାରେ ବ୍ଲକଚେନ୍ ଚାଳିତ ‘ଶକ୍ତି ଆପ୍‌’ର ଶୁଭାରମ୍ଭ

ପୁଷ୍ପମିତ୍ର ମହାନ୍ତି ଲିଙ୍ଗଭିତ୍ତିକ ହିଂସାର ମୁକାବିଲା ପାଇଁ ବ୍ଲକଚେନ୍ ଟେକ୍ନୋଲୋଜି ବ୍ୟବହାର କରିବା କ୍ଷେତ୍ରରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ପାଲଟିଛି। ଏନେଇ ବ୍ଲକଚେନ୍ ଚାଳିତ ସମନ୍ୱୟ ବ୍ୟବସ୍ଥା ‘ଶକ୍ତି ଆପ୍‌’ର ଶୁଭାରମ୍ଭ ହୋଇଛି।...

ବେପରୁଆ ଗାଡ଼ି ଚାଳନା! ଦଶହରାରେ ଲିଭିଗଲା ୬ ଜଣଙ୍କ ଜୀବନ ଦୀପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଉତ୍ତରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଲିଭିଗଲା ୬ ଜଣଙ୍କ ଜୀବନ ଦୀପ। ଦଶହରା ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇ ଉଠିଥିଲା। ମା' ଦୁର୍ଗାଙ୍କ ଆରାଧନାରେ ଲୋକେ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ଘରୁ ଚୋରି

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଧ୍ୟାପକ ଜଣକ ହେଉଛନ୍ତି ସାମ୍ଵାଦିକ ଓ ଗଣ ଯୋଗାଯୋଗ ବିଭାଗର ହରିହର ବେହେରା। ଗୋଶାଣିନୂଆଗାଁ...

ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ୧୦ ଦଫା ଦାବିନେଇ ରାସ୍ତାରେ ପ୍ରଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଡ୍ରାଇଭରମାନେ ଆରମ୍ଭ କରିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ବୁଧବାର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି। ୧୦ ଦଫା ଦାବି ନେଇ ହଜାର ହଜାର ଡ୍ରାଇଭର...

‘ଦ ଡିଜାୟର’ରୁ ‘ତ୍ରିଭଙ୍ଗ’ – ବଲିଉଡରେ ଓଡ଼ିଶୀ ନୃତ୍ୟର ଝଲକ

Odissi Entertainment
ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଡ଼ିଶୀ ଭାରତରେ ପ୍ରଚଳିତ ଓ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରା। ଏହା ଏବେ ଦେଶ ବିଦେଶରେ ଆଦୃତି ଲାଭ କରିଛି। ଓଡ଼ିଆ ସମେତ...

କାହିଁକି ହୁଏ ବ୍ଲାଡର କ୍ୟାନ୍ସର?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=9KXB6Tw-F4c ପରିସ୍ରା ଥଳିରେ କ୍ୟାନ୍ସର ହେବାକୁ ବ୍ଲାଡର କ୍ୟାନ୍ସର ବୋଲି କୁହାଯାଏ। ବିଭିନ୍ନ କାରଣ ଯୋଗୁଁ ବ୍ଲାଡର କ୍ୟାନ୍ସର ହୋଇଥାଏ ବୋଲି ଡାକ୍ତର କୁହନ୍ତି। ଡାକ୍ତରଙ୍କ କହିବା ଅନୁସାରେ ବଂଶଗତ କାରଣରୁ ବ୍ଲାଡର...

ଗୁଜୁରାଟରେ କାନାଡା ପ୍ରଧାନମନ୍ତ୍ରୀ: ପରିବାର ସହ ସାବରବତି ଆଶ୍ରମ ବୁଲିଲେ ଜଷ୍ଟିନ୍ ଟ୍ରୁଡୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭ ଦିନିଆ ଭାରତ ଗସ୍ତରେ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସୋମବାର ଗୁଜୁରାଟରେ ପହଞ୍ଚିଛନ୍ତି। ଅହମ୍ମଦାବାଦର ସାବରମତି ଆଶ୍ରମ ଏବଂ ଗାନ୍ଧିନଗରରେ ଥିବା ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି ଟ୍ରୁଡୋ...

୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ କମଲ ହାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚେନ୍ନାଇରେ ଏକ ସଭାରେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କଲେ ଅଭିନେତା କମଲ ହାସନ। ମକ୍କଲ ନିଧି ମାଇମର ମୁଖ୍ୟ ତଥା ଅଭିନେତା କମଲ ହାସନ ୨୦୧୯ ଲୋକସଭା ନିର୍ବାଚନ...

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ପ୍ରଥମ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=YaiS53QLDFQ] ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର...