କର୍ଣ୍ଣାଟକ ପଲିଟିକାଲ ଡ୍ରାମା: ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଂଗ୍ରେସ ଓ ଜେଡିଏସର ୧୨ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ପରିସ୍ଥିତିକୁ ସମ୍ଭାଳିବା ସହିତ ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛି କଂଗ୍ରେସ। ସମସ୍ୟାର...
ଜାଣନ୍ତୁ ଆଜିର ରାଶିଫଳ – (୨୮ ନଭେମ୍ବର ୨୦୨୦, ଶନିବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଆଜି କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିବା ୧୦:୨୧:୫୧ ଗତେ ଚତୁର୍ଦ୍ଦଶୀ ତିଥି।...
ସନ୍ଦେହ ଘେରରେ ନୟାଗଡ଼ ଶିଶୁ ନିଖୋଜ ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଜନ୍ମିତ ଶିଶୁପୁତ୍ରକୁ ନିଖୋଜ ହେବାର ୭ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁକୁ ଚିକିତ୍ସା ପାଇଁ ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି। ନବଜାତ ଶିଶୁ...
ଅଘଟଣ – ଟ୍ରେନରୁ ଖସିପଡ଼ି ଡାକ୍ତର ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ରେଲୱେ ଷ୍ଟେସନ୍ର ୧ନମ୍ବର ପ୍ଲାଟ୍ଫର୍ମରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହକୁ ଶନିବାର ଦିନ ଉଦ୍ଧାର କରାଯାଇଛି।
ଟ୍ରେନରେ ଚଢୁଥିବା ବେଳେ ଖସି ପଡ଼ି ଜଣେ ଅବସର ପ୍ରାପ୍ତ ଡାକ୍ତରଙ୍କ ମୃତ୍ୟୁ ଘଟିଛି।...
ବାରମ୍ବାର ମିଛ କହୁଛି ପାକ୍ – ସତ ବାହାର କଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଖରାପ ହେଉଥିଲାବେଳେ ପାକିସ୍ତାନ କିନ୍ତୁ ଗୋଟିଏ ପରେ ଗୋଟିଏ ମିଛି କହିଚାଲିଛି। ଗୁରୁବାର ପାକ୍ର ଆଉ ଏକ ମିଛ ଧରାପଡ଼ିଛି। ବୁଧବାର ପାକିସ୍ତାନ ଦାବି...
ବାହା ହେବେ ରାଘବ-ପରିନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ କରିବାକୁ ଯାଉଛନ୍ତି ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ା ଏବଂ ବଲିଉଡ଼ର ଚୁଲବୁଲି ଅଭିନେତ୍ରୀ ପରିନୀତି ଚୋପ୍ରା। ଧୁମଧାମରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି।
କିଛି ଦିନ ହେଲା ଅଭିନେତ୍ରୀ...
ଆଜିର ମୁଖ୍ୟ ଖବର@7PM (ଜୁନ ୦୭, ୨୦୧୯)
ଓଡ଼ିଶାଲାଇଭ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।
ରଜନୀକାନ୍ତ ସିଂହ ହେଲେ ବିଜେଡିର ଉପବାଚସ୍ପତି ପ୍ରାର୍ଥୀ
ଷୋଡ଼ଶ ବିଧାନସଭାର ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ରଜନୀକାନ୍ତ ସିଂହ। ରଜନୀକାନ୍ତ ଅନୁଗୁଳ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ...
କମିଲା ଏଲ୍ପିଜି ଦର, ନୂଆ ବର୍ଷରୁ ଲାଗୁ ହେବ ନୂଆ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ ସବ୍ସିଡି ଏବଂ ସବ୍ସିଡି ଏଲ୍ପିଜି ସିଲିଣ୍ଡରର ଦର ହ୍ରାସ କରି କେନ୍ଦ୍ର ସରକାର ଦେଶବାସୀଙ୍କୁ ନୂଆ ବର୍ଷ ଉପହାର ଦେଇଛନ୍ତି। ସବ୍ସିଡିଯୁକ୍ତ ଏଲ୍ପିଜି ସିଲିଣ୍ଡର ପିଛା ୫.୯୧ ଟଙ୍କା ହ୍ରାସ...
ଓଡ଼ିଶାରେ ପିଆଜ ଛୁଇଁଲା ୧୬୦ – ଯୋଗାଣ ମନ୍ତ୍ରୀ କହିଲେ, ‘‘ଏହା ଜାତୀୟ ସମସ୍ୟା’’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବଜାରରେ ପିଆଜ ଦର ଦେଢ଼ଶହ ଟଙ୍କା ପାର୍ କରିଛି। ଭୁବନେଶ୍ୱର ସମେତ ପ୍ରମୁଖ ସହରରେ ପିଆଜ ୧୬୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ପିଆଜ...
ଓଡ଼ିଆ ଭାଷା – “ସର୍ବନାମ”
ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର...

















