ବଢ଼ିଲା ଶ୍ରଦ୍ଧାଙ୍କ ଡିମାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଶିକ୍ ୨ରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଡିମାଣ୍ଡ ଦିନକୁ ଦିନ ବଢ଼ୁଛି। ବଲିଉଡର ବ୍ୟସ୍ତ ଅଭିନେତ୍ରୀମାନଙ୍କ ମଧ୍ୟରେ ଶ୍ରଦ୍ଧା ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ...
ସ୍କୁଲ ଓ କଲେଜ ବସ୍ର ରଙ୍ଗ କାହିଁକି ହୋଇଥାଏ ହଳଦିଆ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୁଲ ଓ କଲେଜ ବସର ରଙ୍ଗ କ'ଣ ପାଇଁ ହଳଦିଆ ହୋଇଥାଏ ତାଙ୍କୁ ନେଇ ଜାଣନ୍ତୁ କିଛି ଅଜଣା କଥା। ଏହାସହ ସ୍କୁଲ ବସ ଚଲେଇବା ପାଇଁ କଣ ସବୁ ନିୟମ...
ହ୍ରାସପାଉଛି ଚିଲିକାରେ ପକ୍ଷୀସଂଖ୍ୟା; ପରିବେଶବିତଙ୍କ ଉଦ୍ବେଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ମରାଳମାଳିନୀ ନିଳାମ୍ବୁ ଚିଲିକା ହ୍ରଦରେ ପକ୍ଷୀସଂଖ୍ୟା ହ୍ରାସ ପାଉଥିବାରୁ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ନିକଟରେ...
ହିମାଂଶୁ ଲାଲଙ୍କ କେନ୍ଦ୍ର ଡେପୁଟେସନ ବାତିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ହିମାଂଶୁ ଲାଲଙ୍କ କେନ୍ଦ୍ର ଡେପୁଟେସନକୁ ରଦ୍ଦ କରିଦିଆଯାଇଛି। ତାଙ୍କର କ୍ୟାବିନେଟ ସେକ୍ରେଟେରିଏଟରେ କ୍ଲାସ ୧ ଏକଜିକିଟିଭ ପଦବୀରେ ଯୋଗ ଦେବାର ଥିଲା। ଗତ ଜୁନ ମାସରେ...
ସାଧାରଣ ନିର୍ବାଚନ ପାଇଁ ଏଥର ବିଦେଶରେ ହୋଇପାରେ ଆଇପିଏଲ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଇପିଏଲ ୨୦୧୯କୁ ବିଦେଶରେ କରିବା ପାଇଁ ଯୋଜନା କରୁଛି ବିସିସିଆଇ।
ଚଳିତ ବର୍ଷ ଆଇପିଏଲ ବିଦେଶରେ ହେବାର ସମ୍ଭାବନା ଅଧିକ ରହିଛି। କାରଣ ଆଗକୁ ସାଧାରଣ...
ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଭାରତ-ରୁଷ ଲେଖକ ସମ୍ମିଳନୀ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଛି ଭାରତ-ରୁଷ ଲେଖକ ସମ୍ମିଳନୀ। ରୁଷ ଦୂତାବାସ ଏବଂ ନୂଆଦିଲ୍ଲୀର ରୁଷିଆନ ହାଉସ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ...
‘ରାମାୟଣ’ର ସୀତା ହେବେ ସରୋଜିନୀ ନାଇଡୁ – ସେୟାର କଲେ ଫିଲ୍ମର ପ୍ରଥମ ପୋଷ୍ଟର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ରାମାନନ୍ଦ ସାଗରଙ୍କ ରାମାୟଣ ପୁନଃପ୍ରସାରଣ ହେବା ପରେ ସିରିଏଲର କଳାକାରମାନେ ଚର୍ଚ୍ଚାକୁ ଆସିଛନ୍ତି। ଏହାରିମଧ୍ୟରେ ସୋ’ର ସୀତାଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଖବର ଟା ହେଲା ସ୍ୱାଧୀନତା...
ଆଜିଠୁ ଭୁବନେଶ୍ୱରରେ ସେରୋଲଜିକାଲ୍ ଟେଷ୍ଟ, ଘର ଘର ବୁଲି ଟେଷ୍ଟିଂ କରିବ ସ୍ୱତନ୍ତ୍ର ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ରୋକିବାକୁ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ସେରୋଲଜିକାଲ ଟେଷ୍ଟ। ବିଏମସି ଓ ଆରଏମ୍ଆରସିର ମିଳିତ ପ୍ରୟାସରେ ଏହି ଟେଷ୍ଟ ଆରମ୍ଭ ହୋଇଛି। ଏନେଇ ଆରଏମଆରସିର ନିର୍ଦ୍ଦେଶିକା ସଂଘମିତ୍ରା...
ଏଣିକି ଅନଲାଇନରେ ମିଳିବ କଲେଜ୍ ସାର୍ଟିଫିକେଟ୍, ପରୀକ୍ଷାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଘରେ ବସି ପାଇପାରିବେ ମାର୍କସିଟ୍ ଓ ସାର୍ଟିଫିକେଟ୍। ପ୍ରୋଭିଜିନାଲ ସାର୍ଟିଫିକେଟଠାରୁ ଆରମ୍ଭ କରି ମାଇଗ୍ରେସନ୍, ସିଏଲସି ପାଇଁ ଆଉ ବାରମ୍ବାର କଲେଜ ଦୌଡ଼ିବାକୁ ପଡ଼ିବ ନାହିଁ। ଏଣିକି ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ...
ମୟୂରଭଞ୍ଜ: ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ୨୦୧୬ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀଙ୍କ ବିରୋଧରେ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍...


















