ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆ ଝିଅ କମାଲ୍ ଦେଖାଇଛନ୍ତି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଏନି ପ୍ରିନ୍ସ ନାଗ ‘ମିସ୍ ଇଣ୍ଡିଆ’ ଏଲିଗେଣ୍ଟ ଟାଇଟଲ୍-୨୦୧୭ ହାସଲ କରିଛନ୍ତି। ମଡେଲ ଇଣ୍ଡଷ୍ଟ୍ରିରେ ଏନି ପ୍ରିନ୍ସ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି।