ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଭାରତ ଜିତଛି। ଏହି ମ୍ୟାଚ୍‌ ଜିତିବାରେ ମୁଖ୍ୟ ଭୂମିକା ଥିଲା କୃଣାଲ ପାଣ୍ଡ୍ୟାଙ୍କର।

କୃଣାଲ ୩ଟି ୱିକେଟ ନେଇଥିଲେ ଏହା ସହିତ ୭ ୱିକେଟରେ ନ୍ୟୁଜିଲାଣ୍ଡ ଟିମ୍‌କୁ ହରାଇପାରିଥିଲେ ଭାରତୀୟ ଖେଳାଳୀ।

ମ୍ୟାଚ୍‌ ଜିତିବା ସହ ଭାରତୀୟ ଟିମ୍‌ ୧-୧ରେ ସିରିଜ୍‌କୁ ବରାବର କରିପାରିଛି। ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦ୍ ମ୍ୟାଚ୍‌  ହୋଇଥିଲେ।

କୃଣାଲଙ୍କ ଏହି ସଫଳତା ପରେ ସାନଭାଇ ହାର୍ଦ୍ଦିକ ପାଣ୍ଡ୍ୟା ଟୁଇଟର ପେଜରେ ନିଜ ଭାଇଙ୍କୁ ଶୁଭେଛା ଜଣାଇଛନ୍ତି।

କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହନ୍ତି ସେମାନଙ୍କ ଫ୍ୟାନ୍‌ ମାନେ କୃଣାଲଙ୍କୁ ଶୁଭେଛା ଜଣାଉଛନ୍ତି।

Comment