ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଭାରତ ସାମ୍ନାରେ ରହିଛି ୨୭୩ ରନ୍‌ର ବିଜୟ ଲକ୍ଷ୍ୟ। ମ୍ୟାଚ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟ୍‌କା। ଦଳର ଶିଖର ଧୱନ ଓ ଅଧିନାୟକ ବିରାଟ କୋହଲି, କିପର ରିଶଭ୍‌ ପନ୍ତ ଆଉଟ ହୋଇଛନ୍ତି।

ଶିଖର ଧୱନ ମାତ୍ର ୧୨(୧୫) ରନ୍‌ କରି ଆଉଟ୍‌ ହୋଇଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି ୨୦(୨୨) ଓ ରିଶଭ୍‌ ପନ୍ତ ୧୬(୧୬) ରନ୍ ସଂଗ୍ରହ କରି ଆଉଟ୍‌ ହୋଇ ପାଭିଲିୟନ୍‌କୁ ଫେରିଛନ୍ତି।

ଆଜିର ମ୍ୟାଚ୍‌ଟି ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଜିତିଲେ ସିରିଜ୍‌ କବ୍‌ଜା କରିବ। ହେଲେ ଧୱନ, କୋହଲି ଓ ରିଶଭ୍‌ଙ୍କ ପତନ ପରେ ଟିମ୍‌ ଇଣ୍ଡିଆ ଆଗକୁ କିପରି ଖେଳୁଛି, ଏହା ଉପରେ ସମସ୍ତଙ୍କ ନଜର ରହିଛି। ରିଶଭ୍‌ ପନ୍ତ

Comment