ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚୀ।

ଓଡ଼ିଶା ସ୍କିଲ୍‌ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚୀ। ରବିବାର ସେ ନିଜ ଇସ୍ତଫା ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଆଇଟି କମ୍ପାନି ମାଇଣ୍ଡ ଟ୍ରିରେ ଦେଖାଦେଇଥିବା ସମସ୍ୟାର ସମାଧାନ ଲାଗି ଏବଂ ଉଦ୍ଧାର ଲାଗି ସେ ଓଏସଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

୨୦୧୬  ମସିହାରେ ରାଜ୍ୟ ସରକାର ବାଗ୍‌ଚୀଙ୍କୁ ଓଏସଡିଏର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରିଥିଲେ। ବାଗ୍‌ଚୀଙ୍କୁ ରାଜ୍ୟ ସରକାର କ୍ୟାବିନେଟ୍‌ ପାହ୍ୟା ମଧ୍ୟ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here