ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପାଟକୁରା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲେ ନିର୍ବାଚନ ଅଧିକାରୀ। ମେ ୧୯ରେ ପାଟକୁରାରେ ହେବ ମତଦାନ।

ମେ ୧ରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ୨ତାରିଖରେ ଯାଞ୍ଚ ଓ ୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ପାଟକୁରାରେ ନିର୍ବାଚନକୁ ସ୍ଥଗିତ ରଖିଲେ ନିର୍ବାଚନ ଅଧିକାରୀ।

ତେବେ ବେଦପ୍ରକାଶଙ୍କ ଦେହାନ୍ତ ପରେ କାହାକୁ ବିଜେଡି ପ୍ରାର୍ଥୀ କରିବ ତାହାକୁ ନେଇ ଏବେ ବି କଳ୍ପନା ଜଳ୍ପନା ଜାରି ରହିଛି।

LEAVE A REPLY

Please enter your comment!
Please enter your name here