ଓଡ଼ିଶାଲଇଭ ପଲିଟିକାଲ୍ ବ୍ୟୁରୋ

ଗୁରୁବାର ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ସହିତ ମନ୍ତ୍ରିମଣ୍ଡଳର ୫୮ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଏହି ମନ୍ତ୍ରିମଣ୍ଡଳରେ ୧୯ ନୂଆଁ ମୁହଁ ଥିବାବେ ବାକି ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହିସାରିଛନ୍ତି। ତେବେ କାହାକୁ କେଉଁ ବିଭାଗ ମିଳିଛି ତାହା ଉପରେ ଆସନ୍ତୁ ନଜର ପକାଇବା

ରାଜନାଥ ସିଂ – ପ୍ରତିରକ୍ଷା ମନ୍ତ୍ରୀ

ନିର୍ମଳା ସୀତାରମଣ – ଅର୍ଥ ମନ୍ତ୍ରୀ

ଅମିତ ଶାହ – ଗୃହ ମନ୍ତ୍ରୀ

ସୁବ୍ରମଣ୍ୟମ ଜୟଶଙ୍କର – ବୈଦେଶିକ ବ୍ୟାପାର

ସଦାନନ୍ଦ ଗୌଡ଼ା – ସାରା ଓ ରସାୟନ

ସ୍ମୃତି ଇରାନୀ – ମହିଳା ବିକାଶ

ପ୍ରତାପ ଷଡ଼ଙ୍ଗୀ – ଏମ୍ଏସ୍ଏମ୍ଇ ପ୍ରାଣୀ, ମତ୍ସ୍ୟ ସମ୍ପଦ ବିଭାଗ

ପିୟୂଷ ଗୋଏଲ – ରେଳ ମନ୍ତ୍ରୀ

ହର୍ଷ ବର୍ଦ୍ଧନ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ବିଜ୍ଞାନ ଓ ପ୍ରଯୁକ୍ତି

ନରେନ୍ଦ୍ର ସିଂହ ତୋମାର- କୃଷି, ଗ୍ରାମ୍ୟ ଉନ୍ନୟନ

ଆଇନ ଯୋଗାଯୋଗ ସୂଚନା ପ୍ରଯୁକ୍ତି- ରବି ଶଙ୍କର ପ୍ରସାଦ

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ – ହରସିମରତ କୌର ବାଦଲ

ସାମାଜିକ ନ୍ୟାୟ ଓ ସଶକ୍ତିକରଣ – ଥାଓ୍ୱର ଚନ୍ଦ୍ର ଗେହଲଟ

ରମେଶ ପୋଖରିଆଲ ନିଶଙ୍କ – ମାନବ ସମ୍ବଳ ବିକାଶ

ଅର୍ଜୁନ ମୁଣ୍ଡା – ଆଦିବାସୀ ବ୍ୟାପାର

ସୂଚନା ଓ ପ୍ରସାରଣ ଓ ଜଙ୍ଗଲ ଓ ପରିଷଦ– ପ୍ରକାଶ ଜାଭେଡକର

ଖାଦ୍ୟ ମନ୍ତ୍ରୀ – ରାମବିଳାସ ପାସୱନ

ମହେନ୍ଦ୍ରନାଥ ପାଣ୍ଡେ – ଦକ୍ଷତା ବିକାଶ ଓ ଉଦ୍ୟୋଗିକରଣ

ଅରବିନ୍ଦ ସାଓ୍ୱନ୍ତ – ଭାରୀ ଉଦ୍ୟୋଗ ଓ ସାଧାରଣ ଉଦ୍ୟୋଗ

ଗିରିରାଜ ସିଂହ – ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦ

ଗଜେନ୍ଦ୍ର ସିଂହ ଶେଖାଓ୍ୱତ – ଜଳ ସମ୍ପଦ

ମୁକ୍ତାର ଆବାସ ନକଭି – ସଂଖ୍ୟା ଲଘୁ ବେପାର

ପ୍ରହଲ୍ଲାଦ ଯୋଶୀ – ସସଂଦୀୟ ବ୍ୟାପାର, କୋଇଲା ଏବଂ କ୍ଷଣୀ

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ବିଭାଗ

ସନ୍ତୋଷ ଗଙ୍ଗଓ୍ୱାର – ଶ୍ରମ ଓ ନିଯୁକ୍ତି

ରାଓ ଇନ୍ଦ୍ରଜିତ ସିଂହ – ପରିସଂଖ୍ୟାନ ଓ କାର୍ଯ୍ୟାନୟନ ଯୋଜନା

ଶ୍ରୀପଦ ୟେଶୋ ନାୟକ – ପ୍ରତିରକ୍ଷା, ଆୟୂର୍ବେଦ, ଯୋଗ, ହୋମିଓପାଥି

ଜିତେନ୍ଦ୍ର ସିଂହ – ପିଏମ୍ଓ, ଉତ୍ତରପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି

କିରନ ରିଜିଜୁ – ଯୁବ ବ୍ୟାପାର ଏବଂ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର

ପ୍ରହଲ୍ଲାଦ ସିଂହ ପଟେଲ – ସଂସ୍କୃତି, ପର୍ଯ୍ୟଟନ

ରାଜକୁମାର ସିଂହ – ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ

ହରଦୀପ ସିଂହ ପୁରୀ – ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ

ମନଶୁଖଲାଲ ମାଣ୍ଡଭିୟ – ଜାହାଜ ଚଳାଚଳ, ସାର ଓ ରସାୟନ

 

Comment