ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ବିଶ୍ୱକପ୍ ୧୦୧୯ରେ ଗୁରୁବାର ଏମତି ଦୁଇଟି ଟିମ ସିହ ମୁକାବିଲା ହେବ ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତିା ଅର୍ଥାତ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଟିମ୍ ଯେତିକି ମ୍ୟାଚ ଖେଳିଛନ୍ତି ସେଥିରେ ବିଜୟ ହାସଲ କରିଛନ୍ତିା ଏହି ଦୁଇ ଟିମ ହେଲେ ନ୍ୟୁଜିଲାଣ୍ଡ ଓ ଭାରତ।

ଆଜି ନଟିଂହୋମର ଟ୍ରେଣ୍ଟବ୍ରିଜ ଷ୍ଟାଡିୟମରେ ଅପରାହଣ ୩ଟାରେ ଏହି ମ୍ୟାଚ ଖେଳାଯିବା ତେବେ ଆଜିର ମ୍ୟାଚରେ ଟିମରେ ଓପନର ଶିଖର ଧଓ୍ୱନ ରହିବେ ନାହିଁ। ଏହା ଟିମ ପାଇଁ ଚାଲେଞ୍ଜ ହୋଇପାରୋ

ଧଓ୍ୱନଙ୍କ ହାତରେ ଆଘାତ ଲାଗିଥିବାରୁ ସେ ୩ ସପ୍ତାହ ଯାଏଁ ମ୍ୟାଚ ଖେଳିବେ ନାହିଁ। ଦଳ ଶିଖର ବିନା ଆଜି ଟିମରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିବା

ସେପଟେ ନଟିଂହୋମରେ ପାଗ ମଧ୍ୟ ଖରାପ ରହିଛିା କୌଣସି ସମୟରେ ବର୍ଷା ମଧ୍ୟ ହୋଇପାରୋ ଏହା ମଧ୍ୟ ଖେଳକୁ ପ୍ରଭାବିତ କରିପାରୋ

Comment