ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଆଇଏମଏସ ଓ ସମ୍ ହସପିଟାଲରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ତାଙ୍କର ସିଭି(ବାୟୋଡାଟା) careers@soa.ac.in ରେ ଇମେଲ୍ କରିବେ। ଆଜିଠୁ ୧୦ଦିନ ଭିତରେ ମେଲ କରିପାରିବେ।

ପଦବୀ

କ୍ରିଟିକାଲ କେୟାର ନର୍ସ

ଶିକ୍ଷାଗତଯୋଗ୍ୟତା – ଇଣ୍ଡିଆନ୍ ନ୍ୟାସନାଲ କାଉନସିଲ ଅଧିନରେ ବି.ଏସି. ପାସ ଓ କ୍ରିଟିକାଲ କେୟାର ୟୁନିଟରେ ୩ ବର୍ଷର ଅଭିଜ୍ଞତା।

ନର୍ସିଙ୍ଗ ଇନ-ଚାର୍ଜ

ଶିକ୍ଷାଗତଯୋଗ୍ୟତା – ଇଣ୍ଡିଆନ୍ ନ୍ୟାସନାଲ କାଉନସିଲ ଅଧିନରେ ବି.ଏସି. ପାସ। ସିନିୟର ଷ୍ଟାଫ ନର୍ସରେ ୭ ବର୍ଷର ଅଭିଜ୍ଞତା ଓ ନର୍ସ ଇନ-ଚାର୍ଜ ଭାବରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ନର୍ସ ଏଜୁକେଟର/କ୍ଲିନିକାଲ ଏଜୁକେଟର

ଶିକ୍ଷାଗତଯୋଗ୍ୟତା – ଇଣ୍ଡିଆନ୍ ନ୍ୟାସନାଲ କାଉନସିଲ ଅଧିନରେ ଏମ.ଏସସି. ପାସ। ଏହାସହ ନର୍ସ ଏଜୁକେଟର ଓ କ୍ଲିନିକାଲ ଏଜୁକେଟର ୫ ବର୍ଷର ଅଭିଜ୍ଞତା ଓ ଏକାଡେମିକରେ ମଧ୍ୟ ଅଭିଜ୍ଞତା ଥିବା ଆବଶ୍ୟକ।

ସିନିୟର ନର୍ସ ଷ୍ଟାଫ

ଶିକ୍ଷାଗତଯୋଗ୍ୟତା – ଇଣ୍ଡିଆନ୍ ନ୍ୟାସନାଲ କାଉନସିଲ ଅଧିନରେ ବି.ଏସି./ଜିଏନଏମ ପାସ। ଷ୍ଟାଫ ନର୍ସ ଭାବେ ୩ବର୍ଷର ଅଭିଜ୍ଞତା।

ଲାବ୍ରୋଟରି ଟେକ୍ନିସିଆନ

ଶିକ୍ଷାଗତଯୋଗ୍ୟତା – ବିଏମଟି/ଡିଏମଏଲଟି ପାସ। ଲାବ୍ରୋଟରି ଟେକ୍ନିସିଆନ ଭାବେ ୩ ବର୍ଷର ଅଭିଜ୍ଞତା।

ଓଟି ଫାର୍ମାସିଷ୍ଟ

ଶିକ୍ଷାଗତଯୋଗ୍ୟତା – ଡିପ୍ଲୋମା ଇନ ଫାର୍ମାସିଷ୍ଟ କରିଥିବା ଆବଶ୍ୟକ। ଏହାସହ କୌଣସି ହସପିଟାଲରେ ଫାର୍ମାସିଷ୍ଟ ଭାବେ ୩ବର୍ଷର ଅଭିଜ୍ଞତା।

Comment