ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ରେ ଭାରତ ବିଜୟ ହୋଇଥିବା ବେଳେ ଆଜି ହେଉଛି ସିରିଜର ଦ୍ୱିତୀୟ ମ୍ୟାଚ୍‌। ମ୍ୟାଚ୍‌ ପୂର୍ବରୁ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଟସ୍‌ ଜିତିବା ସହିତ ସିରିଜ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଛି।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍ ଏକାଦଶ

ଏଭିନ ଲୁଇସ୍‌, ସୁନିଲ ନାରିନ୍‌, ନିକୋଲାସ୍‌ ପୁରାନ୍‌(ୱିକେଟ୍‌ କିପର), କାର୍ଲୋ ବ୍ରେଥ୍‌ୱେଟ୍‌(ଅଧିନାୟକ), ଜନ୍‌ କ୍ୟାମ୍ପବେଲ୍‌, , କିରନ ପୋଲର୍ଡ, ସିମ୍‌ରନ ହେଟ୍‌ମିର, ରୋଭମ୍ୟାନ୍‌ ପୋଏଲ୍‌, କିମୋ ପଲ୍‌, ସେଲ୍‌ଡନ୍‌ କଟ୍ରେଲ, ଓସେନ୍‌ ଥୋମାସ।

ସମ୍ଭାବ୍ୟ ଭାରତୀୟ ଏକାଦଶ

ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି(ଅଧିନାୟକ), ରିଷଭ୍‌ ପନ୍ତ(ୱିକେଟ୍ କିପର), ମନିଷ ପାଣ୍ଡେ, କୃଣାଳ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ୱାସିଂଟନ୍‌ ସୁନ୍ଦର, ନଭଦୀପ ସାଇନୀ, କେ ଖଲିଲ ମହମ୍ମଦ।

Comment