ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ନୂଆ ନିର୍ବାଚନ କମିଶନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହାକୁ ସୂଚାରୁରୂପେ ତୁଲାଇବାକୁ ସେ କହିଛନ୍ତି। ଏହାପୂର୍ବରୁ ପାଢ଼ୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିଲେ। ତାଙ୍କ ସ୍ଥାନରେ ଏବେ ଅସିତ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି।

୧୯୮୩ ବ୍ୟାଚ୍‍ ଆଇଏଏସ୍‍ ଆଦିତ୍ୟ ପ୍ରସାଦ ପାଢ଼ୀ ୨୦୧୫ରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଇଥିଲେ।

Comment