ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ ହେଲେ ଇତିଶ୍‌ ପ୍ରଧାନ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ସମ୍ବାଦିକ ସମ୍ମିଳନୀ ଡାକି ଦେଇଥିବା ମନ୍ତବ୍ୟ ଏବେ ଇତିଶଙ୍କ ପାଇଁ ଭାରି ପଡ଼ିଲା।

ଓଡ଼ିଶାର ଦୁଇ ଯୁବକ ତିଆରି କଲେ ଇକୋଫ୍ରେଣ୍ଡଲି ପେନ୍

ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଓଡ଼ିଶାର ଦୁଇ ଯୁବକ ମିଶି ତିଆରି କରିଛନ୍ତି ଇକୋଫ୍ରେଣ୍ଡଲି ପେନ୍। ଭୁବନେଶ୍ଵରର ଏହି ଦୁଇ ଛାତ୍ର ହେଲେ ପ୍ରେମ୍ ପାଣ୍ଡେ ଓ ମହମ୍ମଦ ଅହମ୍ମଦ ରଜା। ଧଉିଟି କାମ ପାଇଁ ଏହି ଇକୋଫ୍ରେଣ୍ଡଲୀ ପେନ୍‌ର ବ୍ୟବହାର କରାଯାଇପାରିବ।

ବର୍ଷା ଯୋଗୁଁ ପ୍ରଥମ ଟି-୨୦ ବାତିଲ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ରେ ବର୍ଷା ସାଜିଛି ବାଧକ। ବର୍ଷା ଯୋଗୁଁ ଏହି ମ୍ୟାଚକୁ ବାତିଲ କରାଯାଇଛି। ଏହି ମ୍ୟାଚ ଧର୍ମଶାଳାରେ ହେବାର ଥିଲା। ମାତ୍ର ଲଗାତାର ବର୍ଷା ଯୋଗୁଁ ଟସ୍‌ ପଡ଼ିପାରିନଥିଲା।

ହ୍ୱାଟ୍ସଆପ୍‌ରେ ହ୍ୟାକିଂ ଓ ଡାଟା ଚୋରିରୁ କେମିତି ବଞ୍ଚିବେ

ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌। ସାରା ବିଶ୍ୱ ତୁଳନାରେ ଭାରତରେ ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ସବୁଠାରୁ ଅଧିକା। ବର୍ତ୍ତମାନ ହ୍ୱାଟ୍ସଆପ୍‌ରେ ଡାଟା ଚୋରି ଏବଂ ଆକାଉଣ୍ଟ ହ୍ୟାକ ହେବା ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି।

ପିଙ୍କିର ପାଠ ପଢ଼ାରେ ଅର୍ଥ ସାଜିଛି ବାଧକ

ପାଠ ପଢ଼ିବା ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏହା ଗରିବ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେମାନଙ୍କ ପାଠପଢ଼ା ପାଇଁ ଅର୍ଥ ସାଜିଛି ବାଧକ। ଆର୍ଥିକ ଅନଟନ ଛଡ଼େଇ ନେଉଛି ସେମାନଙ୍କ ପାଠପଢା ଓ ପିଲାବେଳ।

ଏବେ ଦର୍ଶକ ଓଡ଼ିଆରେ ଦେଖିବେ ପ୍ରଭାସଙ୍କ ‘ବାହୁବଳୀ’

ଓଡ଼ିଆରେ ଭାଷାରେ ଦେଖିପାରିବେ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’କୁ। ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ ଖୁବ୍‌ଶୀଘ୍ର ଓଡ଼ିଆ ଭାଷାରେ ଦେଖିବାକୁ ମିଳିବ। ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ‘ଜି ସାର୍ଥକ’ ଟିଭି ଚ୍ୟାନେଲ୍‌ରେ ଏହି ଫିଲ୍ମକୁ ଓଡ଼ିଆ ଭାଷାରେ ପ୍ରସାରଣ କରାଯିବ।

ମାଲକାନଗିରି: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଯନ୍ତାପାଇରେ ଉତ୍ତେଜନା

ମାଲକାନଗିରିରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯୋଇଛି। ରବିବାର ଦିନ ଯନ୍ତାପାଇ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ଜଣେ ଯୁବକ ରାଜୁ ହନ୍ତାଳଙ୍କ ମୃତଦେହ ମିଳିବା ପରେ ଏହି ଉତ୍ତେଜନା ଦେଖାଯାଇଛି।

Comment