ଓଡ଼ିଶାଲାଇଭ ବ୍ୟୁରୋ

ଲଦାଖରେ ଫସି ରହିଛନ୍ତି ୬ ଓଡ଼ିଆ ପର୍ବତାରୋହୀ। ମାଉଣ୍ଟ ଷ୍ଟକ କାଙ୍ଗ୍ରୀ ଚଢ଼ିବା ବେଳେ ପ୍ରତିକୂଳ ପାଗର ଶିକାର ହୋଇ ଫସି ରହିଛନ୍ତି। ପର୍ବତ ଉପରେ ନିଶ୍ଵାସ ନେବାରେ ଅସୁବିଧା ହେବାରୁ ସେମାନେ ଦୁର୍ବଳତା ଅନୁଭବ କରିଥିଲେ।

ଅନ୍ତର୍ଜାତୀୟ ପର୍ବାତାରୋହୀ ଯୋଗବ୍ୟାସଙ୍କ ସହ ଟିମ୍‌ ଫସି ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଫସି ରହିଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ସାରିଛି।

Comment