ଓଡ଼ିଶାଲାଇଭ୍‌ ବ୍ୟୁରୋ

Bollywood Vote

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ। ମହାରାଷ୍ଟ୍ରର ରାଜଧାନୀ ମାୟାନଗରୀ ମୁମ୍ବାଇରେ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌ର ବହୁ କଳାକାର ଆଜି ଭୋଟ ଦେଇଛନ୍ତି। ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କଠାରୁ ଆରମ୍ଭ କରି ଅମିର ଖାନ୍‌, ଅଭିନେତ୍ରୀ ମାଧୁରୀ ଦିକ୍ଷୀତ, ଦୀପିକା ପାଦୁକୋନ୍‌, କରିନା କପୁର, ପ୍ରୀତି ଜିଣ୍ଟାଙ୍କ ଭଳି ବଲିଉଡ୍‌ର ବହୁ ନାମୀଦମୀ କଳାକାରମାନେ ଆଜି ନି ମତ ସାବ୍ୟସ୍ତ କରିଛନ୍ତି।

ତେବେ ଆସନ୍ତୁ ଫଟୋ ଫଟୋରେ ଦେଖିବା ବଲିଉଡ୍‌ କଳାକାରଙ୍କ ମତଦାନ..

ମତ ସାବ୍ୟସ୍ତ କଲେ ଅନିଲ କପୁର
ଭୋଟ୍ ଦେଲେ ଧର୍ମେନ୍ଦ୍ର
ବିଶିଷ୍ଟ ଗୀତିକାର ଗୁଲଜାର ଦେଲେ ଭୋଟ୍
ଭୋଟ୍ ଦେଲେ ପ୍ରେମ୍ ଚୋପ୍ରା
ପୁଅ ତୈମୁରଙ୍କ ସହ ଭୋଟ୍ ଦେବାକୁ ଆସିଲେ କରିନା କପୁର
ଭୋଟ୍ ଦେଲେ ଜନ୍ ଆବ୍ରାହମ୍
ଭୋଟ୍ ଦେଲେ ହ୍ରିତିକ୍ ରୋସନ
ମତଦାନ କଲେ ହେମାମାଳିନୀ
ଭୋଟ୍ ଦେଲେ ବରୁଣ ଧାୱନ୍
ପିତା ସୁରେଶ ଓବେରଏଙ୍କ ସହ ଭୋଟ୍ ଦେଲେ ଅଭିନେତା ବିବେକ୍ ଓବେରଏ
ଭୋଟ ଦେଲେ ମାଧୁରୀ ଦିକ୍ଷୀତ୍
ପତ୍ନୀ ଜେନେଲିଆଙ୍କ ସହ ରିତେଶ ଦେଶମୁଖ୍
ଭୋଟ୍ ଦେଲେ ଦୀପିକା ପାଦୁକୋନ୍
ଭୋଟ୍ ଦେଲେ ସାହିଦ୍ କପୁର

 

ପତ୍ନୀ ଗୌରୀଙ୍କ ସହ ଶାହାରୁଖ୍ ଖାନ୍ ଭୋଟ୍ ଦେଲେ
ଭୋଟ୍ ଦେଲେ ସଲମାନ୍ ଖାନ୍
ଭୋଟ୍ ଦେଲେ ପ୍ରୀତି ଜିଣ୍ଟା
ଭୋଟ୍ ଦେଲେ ଅମିର ଖାନ୍

Comment