ଓଡ଼ିଶାଲାଇଭ୍ ବ୍ୟୁରୋ

ବିରାଟ କୋହଲିଙ୍କ ବର୍ତ୍ତମାନର ଭାରତୀୟ କ୍ରିକେଟରର ବାଦଶାହ୍ ବୋଲି କହିଲେ ଭୁଲ୍ ହେବ ନାହିଁ। ବିଶ୍ୱର ଜଣେ ଶ୍ରେଷ୍ଠ କ୍ରିକେଟର ଭାବେ ସେ ନିଜକୁ ପ୍ରମାଣିତ କରିପାରିଛନ୍ତି। ତେବେ ଏହି କ୍ରିକେଟରକୁ ନେଇ ବିଭିନ୍ନ ସମୟରେ ଅନେକ କ୍ରିକେଟର ଅନେକ କଥା କହିଛନ୍ତି।
ଜାଣନ୍ତୁ, ବିରାଟଙ୍କୁ ନେଇ ଅନ୍ୟ କ୍ରିକେଟରମାନଙ୍କ ମତ କ’ଣ?
ବର୍ତ୍ତମାନ, ବିଶ୍ୱ କ୍ରିକେଟରେ ବିରାଟ ସବୁଠୁ ଶ୍ରେଷ୍ଠ ଖେଳାଳି- ସୌରଭ ଗାଙ୍ଗୁଲି
କୋହଲିଙ୍କ ବ୍ୟାଟ୍ ଦେଖିବାକୁ ମତେ ବହୁତ ଖୁସି ଲାଗେ, ମୁ ତାଙ୍କର ଆଗ୍ରେସନକୁ ବହୁତ ପସନ୍ଦ କରେ- ଭିଭିଆନ୍ ରିଚାର୍ଡସ

ବିଶ୍ୱରେ ଅନେକ କ୍ରିକେଟର ଅଛନ୍ତି, କିନ୍ତୁ ବିରାଟଙ୍କ ଭଳି ରନକୁ ଗୋଡ଼ାଉଥିବା ଖେଳାଳି ବହୁତ କମ୍- ହରଭଜନ ସିଂ
ଜଣେ ମହାନ ଖେଳାଳି ହେବାକୁ ହେଲେ ତୁମକୁ କୋହଲିଙ୍କ ଭଳି ମନୋଭାବ ରଖିବାକୁ ପଡ଼ିବ- ସୁନୀଲ ଗାଭାସ୍କର
ଭାରତୀୟ କ୍ରିକେଟର ରାଜା ହେଉଛନ୍ତି ବିରାଟ କୋହଲି- ଲାନ୍ ଚାପେଲ୍
ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିଲେ ମୋତେ ତେନ୍ଦୁଲକରଙ୍କ ବ୍ୟାଟିଂ ମନେ ପଡ଼ିଥାଏ- ମାଇକେଲ କ୍ଲାର୍କ

















