ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଗ୍ରାହକଙ୍କୁ ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ। ଏନେଇ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

୨୦୧୮ରେ  ୩୧, ଏ ବର୍ଷ ୧୧ଟି ସୁନା ଦୋକାନରେ ରେଡ୍‌ ହୋଇଥିବା ମନ୍ତ୍ରୀ କହିଛନ୍ତି। କଟକ ଓ ବାଲେଶ୍ୱରରେ ସର୍ବାଧିକ ସୁନା ଦୋକାନୀ ଗ୍ରାହକଙ୍କୁ ଠକୁଥିବା ମନ୍ତ୍ରୀ ସୂଚନା ଦେବା ପରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଥିବା ସୁନା ଦୋକାନରେ ଯାଞ୍ଚ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

Comment