ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍ଆର୍ଟିସି)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଡ୍ରାଇଭର ଓ କଣ୍ଡକ୍ଟର ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୧୦ରୁ ୨୭ ମଧ୍ୟରେ ଓ୍ଵେବସାଇଟ୍ www.osrtc.in କୁ ଯାଇ ଆବେଦନ ଫର୍ମ ଆଣି ସାକ୍ଷାତକାରରେ ଯୋଗ ଦେଇ ପାରିବେ।
ଅଧିକ ତଥ୍ୟ ଓ ବିଜ୍ଞାପନ ଦେଖିବା ପାଇଁ www.osrtc.in କୁ ଯାଇ ପାରିବେ।
ଡ୍ରାଇଭର ପାଇଁ ଯୋଗ୍ୟତା
- ବୈଧ ହେଭି ପବ୍ଲିକ ଭେଇକିଲ ଲାଇସେନ୍ସ
- ପବ୍ଲିକ ସର୍ଭିସ ବ୍ୟାଚ ଏବଂ ଫାଷ୍ଟଏଡ୍ ସାର୍ଠିଫିକେଟ ଦରକାର
- ଅତିକମ୍ରେ ୩ ବର୍ଷ ପବ୍ଲିକ ବସ୍ ଚଲାଇବାର ଅଭିଜ୍ଞତା ଥିବ ଦରକାର।
- ଦୃଷ୍ଟି ଶକ୍ତି ଠିକ୍ ଥିବା ଦରକାର। ଏହାସହ ଉଚ୍ଚତା ୫ଫୁଟ ୩ ଇଞ୍ଚ ଥିବା ଆବଶ୍ୟକ।
- ବୟସ ୨୧ ବର୍ଷରୁ ଅଧିକ ଓ ୪୦ ବର୍ଷରୁ କମ୍ ହୋଇଥିବା ଦରକାର।
- ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ନିଯୁକ୍ତି ସମୟରେ ୧୦ ହଜାର ଟଙ୍କା ଅମାନତ ଜମା କରିବାକୁ ହେବ।
କଣ୍ଡକ୍ଟର ପାଇଁ ଯୋଗ୍ୟତା
- ସର୍ବନିମ୍ନ ଦଶମ ପାସ୍ ହୋଇଥିବା ଦରକାର।
- ବୈଧ କଣ୍ଡକ୍ଟର ଲାଇସେନ୍ସ, ବ୍ୟାଚ ଓ ଫାଷ୍ଟଏଡ୍ ସାର୍ଟିଫିକେଟ ଥିବା ଦରକାର।
- ଦୃଷ୍ଟି ଶକ୍ତି ଠିକ ଥିବା ସହ ଉଚ୍ଚତା ୫ଫୁଟ ୨ଇଞ୍ଚ ରହିଥିବା ଦରକାର।
- ଜାତିଗତ ପ୍ରମାଣପତ୍ର ଓ ଶିକ୍ଷାଗତ ପ୍ରମାଣ ପତ୍ର ମଧ୍ୟ ଆବଶ୍ୟକ।
- ନିଯୁକ୍ତି ସମୟରେ ପ୍ରାର୍ଥୀ ୩୦ ହଜାର ଟଙ୍କା ଅମାନତ ଜମା କରିବେ। ଏଥିରେ ୫ ହଜାର ରେଜିଷ୍ଟ୍ରେସନ ବାବଦକୁ ରଖାଯିବ।
ଭୁବନେଶ୍ଵର ମଣ୍ଡଳ
- ଜିଲ୍ଲା ପରିବହନ ପରିଚାଳକ ମାଳତୀପାଟପୁର – ତାରିଖ(୧୮.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ଭୁବନେଶ୍ଵର – ତାରିଖ(୨୭.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ କଟକ – ତାରିଖ(୨୪.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ କେନ୍ଦୁଝର – ତାରିଖ(୧୦.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ଅନୁଗୁଳ – ତାରିଖ(୧୩.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
ସମ୍ଵଲପୁର ମଣ୍ଡଳ
- ଜିଲ୍ଲା ପରିବହନ ପରିଚାଳକ ସମ୍ଵଲପୁର – ତାରିଖ(୨୩.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ରାଉରକେଲା – ତାରିଖ(୧୦.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ସୁନ୍ଦରଗଡ଼ – ତାରିଖ(୧୧.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ଦେଓଗଡ଼ – ତାରିଖ(୧୨.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ବରଗଡ଼ – ତାରିଖ(୨୦.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ପଦ୍ମପୁର – ତାରିଖ(୧୮.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ନୂଆପଡ଼ା – ତାରିଖ(୧୮.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ବଲାଙ୍ଗିର – ତାରିଖ(୧୭.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
ବ୍ରହ୍ମପୁର ମଣ୍ଡଳ
- ଜିଲ୍ଲା ପରିବହନ ପରିଚାଳକ ବ୍ରହ୍ମପୁର – ତାରିଖ(୨୪,୨୬.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ଭଞ୍ଜନଗର – ତାରିଖ(୧୦.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ଫୁଲବାଣୀ – ତାରିଖ(୧୧.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ଭବାନୀପାଟଣା – ତାରିଖ(୧୨.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ଜୟପୁର – ତାରିଖ(୧୬.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ମାଲକାନଗିରି – ତାରିଖ(୧୭.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ନବରଙ୍ଗପୁର – ତାରିଖ(୧୩.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ବିଜୟନଗରମ୍ – ତାରିଖ(୧୯.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ରାୟଗଡ଼ା – ତାରିଖ(୨୦.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର
- ଜିଲ୍ଲା ପରିବହନ ପରିଚାଳକ ପାରଳାଖେମୁଣ୍ଡି – ତାରିଖ(୨୧.୧୨.୨୦୧୯) – ଡ୍ରାଇଭର, କଣ୍ଡକ୍ଟର