ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାସ୍‌ନାଲ ହେଲ୍‌ଥ ମିସନ୍ (NHM) ଅଧୀନରେ ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତିରେ ବିଭିନ୍ନ ପଦବୀ ଲାଗି ନିଯୁକ୍ତି ରହିଛି। ଏଥିପାଇଁ ଖୁବ୍‌ଶୀଘ୍ର ହେବ ଓ୍ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ପଦବୀ:

  • ମେଡିକାଲ ଅଫିସର୍‌ ଏସ୍‌ଏନ୍‌ସିୟୁ
  • ସୋସିଆଲ୍‌ ଓ୍ଵାର୍କର୍‌ (ଆର୍‌ବିଏସ୍‌କେ+ଏନ୍‌ଟିସିପି)
  • ସାଇକିଆଟ୍ରିକ୍‌ ନର୍ସ
  • ପ୍ରୋଗ୍ରାମ୍‌ ଅଫିସର୍‌ ମେଣ୍ଟାଲ୍‌ ହେଲ୍‌ଥ
  • ଆବେଦନ ପ୍ରକ୍ରିୟା:
  • ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନପତ୍ର ପୂରଣ କରି ସମସ୍ତ ଦରକାରୀ କାଗଜପତ୍ର ସହ ନିମ୍ନଲିଖିତ ଠିକଣାରେ ଉପସ୍ଥିତ ରହିବେ।
  • ଠିକଣା– ପ୍ରଜ୍ଞା କନ୍‌ଫରେନ୍ସ ହଲ୍‌, ସିଡିଏମ୍‌ ଆଣ୍ଡ ପିଏଚ୍‌ଓ ଅଫିସ୍‌, ଗଞ୍ଜାମ, ବ୍ରହ୍ମପୁର
  • ଇଣ୍ଟରଭ୍ୟୁ ସମୟ– ସକାଳ ୧୦.୩୦ରୁ ଅପରାହ୍‌ଣ ୧୨ଟା
  • ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ nic.in ଓ୍ଵେବ୍‌ସାଇଟ୍‌ ସହ ଯୋଗାଯୋଗ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।

Comment