ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIକୋରାପୁଟ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଅଧୀନରେ ବିଭିନ୍ନ ବିଭାଗରେ ଡାକ୍ତର, ଫାର୍ମାସିଷ୍ଟ ଏବଂ ଏଏନ୍‌ଏମ୍‌ ସ୍ଵାସ୍ଥ୍ୟକର୍ମୀ ଆଦି ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୨୮ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ଆବେଦନ ପାଇଁ ବୟସ ସୀମା – ସର୍ବନିମ୍ନ ୨୧ ବର୍ଷ

ପଦବୀ ନାମ ଏବଂ ଯୋଗ୍ୟତା

  • ଆୟୁଷ ଡାକ୍ତର, ଆୟୁର୍ବେଦିକ (ପୁରୁଷ)

ପଦବୀ ସଂଖ୍ୟା – ୪ଟି

  • ଆୟୁଷ ଡାକ୍ତର, ଆୟୁର୍ବେଦିକ (ମହିଳା)

ପଦବୀ ସଂଖ୍ୟା – ୩ଟି

  • ଆୟୁଷ ଡାକ୍ତର, ହୋମିଓପାଥିକ୍ (ପୁରୁଷ)

ପଦବୀ ସଂଖ୍ୟା – ୪ଟି

  • ଆୟୁଷ ଡାକ୍ତର, ହୋମିଓପାଥିକ୍ (ମହିଳା)

ପଦବୀ ସଂଖ୍ୟା – ୪ଟି

ଯୋଗ୍ୟତା

  • ପ୍ରାର୍ଥୀଜଣକ ଆୟୁର୍ବେଦିକ ମେଡିସିନ ଆଣ୍ଡ ସର୍ଜରୀ କିମ୍ଵା ହୋମିଓପାଥିକ ମେଡିସିନରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ପ୍ରାର୍ଥୀଜଣକ ରାଜ୍ୟ ଆୟୁର୍ବେଦିକ ନିଗମ କିମ୍ଵା ହୋମିଓପାଥିକ୍ ମେଡିସିନରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ।

ବେତନ ହାର – ୨୧,୯୨୪ ଟଙ୍କା (ମାସିକ)

  • ଫାର୍ମାସିଷ୍ଟ

ପଦବୀ ସଂଖ୍ୟା – ୮ଟି

ଯୋଗ୍ୟତା – ପ୍ରାର୍ଥୀଜଣକ ଯୁକ୍ତଦୁଇ ବିଜ୍ଞାନ କିମ୍ଵା ଫାର୍ମାସିରେ ଡିପ୍ଲୋମା କରିଥିବା ଆବଶ୍ୟକ।

ବେତନ ହାର – ୧୧,୫୬୨ ଟଙ୍କା (ମାସିକ)

  • ଏଏନ୍‌ଏମ୍‌

ପଦବୀ ସଂଖ୍ୟା – ୧୬ଟି

ଯୋଗ୍ୟତା – ଯେକୌଣସି ଷ୍ଟ୍ରିମରେ ଯୁକ୍ତଦୁଇ ପାସ୍ କରିଥିବେ କିମ୍ଵା ସ୍ଵାସ୍ଥ୍ୟକର୍ମୀ ଟ୍ରେନିଂ କୋର୍ସ କରିଥିବା ଆବଶ୍ୟକ।

ବେତନ ହାର – ୧୧,୧୭୬ ଟଙ୍କା (ମାସିକ)

ଆବେଦନ ପାଇଁ ଶେଷ ତାରିଖ – ଡିସେମ୍ଵର ୨୮, ୨୦୨୦

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment