ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRIଓଡ଼ିଶା ରାଜ୍ୟ ମଦ ନିଗମ (ଓଏସବିସି) ଅଧୀନରେ ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଷ୍ଟେନୋଗ୍ରାଫର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ୭ ଡିସେମ୍ଵର ୨୦୨୦ ସୁଦ୍ଧା ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଆସିଷ୍ଟାଣ୍ଟ ମ୍ୟାନେଜର – ୭ଟି

ଷ୍ଟେନୋଗ୍ରାଫର – ୧ଟି

ବୟସ ସୀମା – ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୨ ବର୍ଷ

ଯୋଗ୍ୟତା

ଆସିଷ୍ଟାଣ୍ଟ ମ୍ୟାନେଜର – MBA / PGDM / PGDBM କିମ୍ଵା ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ।

ଦରମା – ୪୪,୯୦୦ ଟଙ୍କା (ମାସିକ)

ଷ୍ଟେନୋଗ୍ରାଫର – ଯୁକ୍ତ ଦୁଇ ପାସ୍ କରିଥିବା ସହ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଭଲଭାବେ ଟାଇପ କରିପାରୁଥିବା ଆବଶ୍ୟକ।

ଦରମା – ୨୫,୫୦୦ ଟଙ୍କା (ମାସିକ)

ଆବେଦନ ପାଇଁ ଶେଷ ତାରିଖ – ୭ ଡିସେମ୍ଵର ୨୦୨୦

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment