ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର ବୈଦରାଜପୁରସ୍ଥିତ ଆପେକ୍ସ୍‌ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବିଭିନ୍ନ ପଦବୀ ପାଇଁ ଓ୍ଵାକ୍‌ ଇନ୍ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଇଣ୍ଟରଭ୍ୟୁ ଫେବ୍ରୁଆରି ୨୭ରୁ ୨୯ ଯାଏଁ ଚାଲିବ।

ପିଜିଟି (ଫୁଲ୍ ଟାଇମ୍‌): ଫିଜିକ୍ସ, କେମେଷ୍ଟ୍ରୀ, ଇଂରାଜୀ, ଫିଜିକାଲ୍‌ ଏଜୁକେସନ୍‌

  • ଶିକ୍ଷାଗତ ଯୋଗ୍ୟତା- ନିଜ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ବି.ଏଡ୍‌ କରିଥିବେ।
  • ଦରମା- ୩୦.୦୦୦ ଟଙ୍କା

ଟିଜିଟି (ଫୁଲ୍ ଟାଇମ୍‌): ଇଂରାଜୀ, ଏସ୍‌ଏସ୍‌ଟି, ସଂସ୍କୃତ

  • ଶିକ୍ଷାଗତ ଯୋଗ୍ୟତା- ନିଜ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ବି.ଏଡ୍‌ କରିଥିବେ।
  • ଦରମା- ୧୦,୦୦୦ ଟଙ୍କା

ଫ୍ରଣ୍ଟ ଅଫିସ୍‌ ଏକ୍ସିକ୍ୟୁଟିଭ୍‌ (ମହିଳା)

  • ଶିକ୍ଷାଗତ ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିବା ସହ କମ୍ପ୍ୟୁଟରରେ ଜ୍ଞାନ ଥିବ।
  • ଦରମା- ୬୦୦୦ ଟଙ୍କା

apex english medium school jajpur

ଇଣ୍ଟରଭ୍ୟୁ ସମୟ– ଫେବ୍ରୁଆରି ୨୭ ରୁ ୨୯ ସକାଳ ୯ଟାରୁ ଅପରାହ୍ଣ ୧ଟା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଦର ବାୟୋଡାଟା ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ସହ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଆପେକ୍ସ୍‌ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ବୈଦରାଜପୁର, ଯାଜପୁର

  • ଆପଣ ନିଜର ବାୟୋଡାଟା apexjajpur1998@gmail.com କୁ ଇ ମେଲ୍‌ ମଧ୍ୟ କରିପାରିବେ।
  • ଯୋଗାଯୋଗ ପାଇଁ ଫୋନ୍‌ ନମ୍ବର-9437080047

ସୌଜନ୍ୟ: ଚାକିରି ପ୍ଲସ୍‌

Comment