ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (BSNL) ରେ ୧୦୦ ଜଣ ଆପ୍ରେନ୍‌ଟିସ୍‌ଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୨୬ ଯାଏଁ ଆବେଦନ କରିପାରିବେ।

ପଦବୀ: 

  • ଗ୍ରାଜୁଏଟ୍‌ ଆପ୍ରେନ୍‌ଟିସ୍‌- ୭୫ଟି ପଦବୀ
  • ଟେକ୍ନିସିଆନ୍‌ (ଡିପ୍ଲୋମା) ଆପ୍ରେନ୍‌ଟିସ୍‌- ୨୫ଟି ପଦବୀ

ବିଭାଗ– ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ

ଯୋଗ୍ୟତା:

  • ଗ୍ରାଜୁଏଟ୍‌ ଆପ୍ରେନ୍‌ଟିସ୍‌- ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜୀରେ ଡିଗ୍ରୀ ହାସଲ କରିଥିବେ।
  • ଟେକ୍ନିସିଆନ୍‌ (ଡିପ୍ଲୋମା) ଆପ୍ରେନ୍‌ଟିସ୍‌- ଷ୍ଟେଟ୍‌ କାଉନ୍‌ସିଲରୁ ସ୍ଵୀକୃତୀପ୍ରାପ୍ତ ସଂସ୍ଥାରୁ ଇଞ୍ଜିନିୟରିଂ/ଟେକ୍ନୋଲାଜୀରେ ଡିଗ୍ରୀ ହାସଲ କରିଥିବେ।

ଦରମା/ଷ୍ଟାଇପେନ୍‌:

  • ଗ୍ରାଜୁଏଟ୍‌ ଆପ୍ରେନ୍‌ଟିସ୍‌- ୪୯୮୪ ଟଙ୍କା
  • ଟେକ୍ନିସିଆନ୍‌ (ଡିପ୍ଲୋମା) ଆପ୍ରେନ୍‌ଟିସ୍‌- ୩୫୪୨ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଏହି ନିଯୁକ୍ତି ବିଷୟରେ ଅଧିକ ସୂଚନା ପାଇଁ www.mhrdnats.gov.in ରେ ଲଗ୍‌ଇନ୍‌ କରନ୍ତୁ।

source – www.chakiri.plus

Comment