ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗିର ଲାଥୋରସ୍ଥିତ ଜୟ ହିନ୍ଦ୍‌ ପବ୍ଲିକ୍‌ ସ୍କୁଲ୍‌ରେ ବିଭିନ୍ନ ବିଷୟରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୯ ତାରିଖ (ରବିବାର) ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ଇଚ୍ଛୁକ ପ୍ରାର୍ଥୀମାନେ ସେମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ନେଇ ନିମ୍ନ ଲିଖିତ ଠିକଣାକୁ ଯାଇ ପାରିବେ।

ବିଷୟ– ଗଣିତ, ବିଜ୍ଞାନ, ଇଂରାଜୀ, ଏସ୍‌ଏସ୍‌ଟି, ହିନ୍ଦୀ, କମ୍ପ୍ୟୁଟର, ଆକାଉଣ୍ଟାଣ୍ଟ୍‌

ଯୋଗ୍ୟତା– ସ୍ନାତକ ଡିଗ୍ରୀ ହାସଲ କରିବା ସହ ବି.ଏଡ୍‌ କରିଥିବେ। ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ

ଇଣ୍ଟରଭ୍ୟୁ ସ୍ଥାନ– ଜୟ ହିନ୍ଦ୍‌ ପବ୍ଲିକ୍‌ ସ୍କୁଲ୍‌, ଏଟ୍‌/ପୋ- ଲାଥୋର (ହରିଶଙ୍କର ରୋଡ୍‌), ଜିଲ୍ଲା- ବଲାଙ୍ଗୀର

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୨୯ ସକାଳ ୧୧ଟା

ଇ ମେଲ୍‌– jaihindpublicschoollathor@gmail.com

ଫୋନ୍‌ ନମ୍ବର– 9853349033, 9938581065, 9777394461

Source: www.chakiri.plus

Comment