ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ଅଧୀନରେ ଥିବା ବଂଶପାଳ ବ୍ଲକସ୍ଥିତ ସିଂହପୁର ଗ୍ରାମ ପଞ୍ଚାୟତରେ ଯୋଗାଣ ସହାୟକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ୍ ୩ ସୁଦ୍ଧା ଆବେଦନ କରିପାରିବେ।

ଯୋଗ୍ୟତା– ଅତିକମରେ ଦଶମ ପାସ୍ କରିଥିବେ। ପ୍ରାର୍ଥୀ ସିଂହପୁର ଗ୍ରାମ ପଞ୍ଚାୟତର ଜଣେ ସ୍ଥାୟୀ ବାସିନ୍ଦା ହୋଇଥିବେ।

ବୟସ– ୨୦୨୦ ମାର୍ଚ୍ଚ ୧ ସୁଦ୍ଧା ୨୧ରୁ ୩୫ ବର୍ଷ ହୋଇଥିବା

ଦରମା– ୬,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୩ ସଂଧ୍ୟା ୫ଟା ସୁଦ୍ଧା ନିଜର ଆବେଦନପତ୍ର ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।

ଠିକଣା– ଦି ଅଫିସ୍ ଅଫ୍ ବ୍ଲକ୍ ଡେଭେଲପମେଣ୍ଟ ଅଫିସର୍, ବଂଶପାଳ, କେନ୍ଦୁଝର

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ kendujhar.nic.in ରେ କ୍ଲିକ୍ କରନ୍ତୁ।

source:www.chakiri.plus

Comment