ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଶୁକ୍ରବାର କରୋନାକୁ ନେଇ କ’ଣ କହିଲେ?
ଓଡ଼ିଶାରେ କରୋନା
- ଓଡ଼ିଶାରେ ୩୨୪୯ ନମୁନା ପରୀକ୍ଷଣ ହୋଇଛି।
- ସେମାନଙ୍କ ମଧ୍ୟରୁ ୪୮ ଜଣ ପଜିଟିଭ୍ ଚିହ୍ନଟ।
- ନମୁନା ପରୀକ୍ଷଣ ମଧ୍ୟରୁ ୧.୪୭% ଲୋକ ପଜିଟିଭ୍।
- ରାଜ୍ୟରେ ବର୍ତ୍ତମାନ ୪୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।
- ଆକ୍ରାନ୍ତଙ୍କ ମଧ୍ୟରୁ ୨ ସୁସ୍ଥ , ଜଣେ ମୃତ।
- ୧୧୩ ଜଣ ଲୋକ ଆଇସୋଲେସନରେ ଅଛନ୍ତି।

ବ୍ରହ୍ମପୁର ଏମକେସିଜିରେ କରୋନା ଟେଷ୍ଟ
- ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜରେ ହେବ କରୋନା ଟେଷ୍ଟ।
- ଟେଷ୍ଟିଂ କରିବାକୁ ଦିଲ୍ଲୀ ଆଇସିଏମଆରରୁ ମିଳିଲା ଅନୁମତି।
- ପ୍ରତିଦିନ ୨୫ଟି ନମୁନା ପରୀକ୍ଷଣ କରିବାର କ୍ଷମତା ରଖିଛି।
- ଦକ୍ଷିଣ ଓଡ଼ିଶା ପାଇଁ ଲାଭବାନ ହେବ ଏମକେସିଜି ମେଡିକାଲ୍ ଟେଷ୍ଟିଂ ସେଣ୍ଟର।
- ଖୁବଶୀଘ୍ର ବୁର୍ଲା ଭିମସାରରେ ହେବ କରୋନା ଟେଷ୍ଟ।
- ଆଇସିଏମଆରରେ ପ୍ରତିଦିନ ଏକ ହଜାର ନମୁନା ପରୀକ୍ଷଣ ଲକ୍ଷ୍ୟ।

ବିଶ୍ୱ ଓ ଦେଶରେ କରୋନା
- ବିଶ୍ୱର ୨୧୦ଟି ଦେଶ ଓ ୨ଟି ଜାହାଜକୁ ଆକ୍ରାନ୍ତ କରିଛି କରୋନା ଭାଇରସ୍।
- ବିଶ୍ୱରେ ମୋଟ ୧୬,୧୦,୦୬୨ ଜଣ କରୋନା ଆକ୍ରାନ୍ତ।
- ବିଶ୍ୱରେ ୯୬,୩୬୫ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା।
- ଭାରତରେ ୧,୪୪,୯୧୦ ନମୁନାରୁ ୬୪୧୨ ପଜିଟିଭ୍।
- ନମୁନା ପରୀକ୍ଷଣରୁ ୪.୪୨% ଲୋକ ପଜିଟିଭ୍ ଚିହ୍ନଟ।
- ଭାରତରେ ୧୯୯ ଛୁଇଁଲା କରୋନା ମୃତ୍ୟୁସଂଖ୍ୟା।
- ବର୍ତ୍ତମାନ ଭାରତରେ ୫୭୦୯ ସକ୍ରିୟ ଆକ୍ରାନ୍ତ।
- ୫୦୩ ଜଣ ଲୋକ ଭାରତରେ କରୋନା କବଳରୁ ସୁସ୍ଥ ହୋଇଛନ୍ତି।
କରୋନା ଟେଷ୍ଟିଂ ପାଇଁ ୧୦ ଘଣ୍ଟା
- ଗୋଟିଏ ଲୋକ କରୋନା ପଜିଟିଭ୍ କି ନେଗେଟିଭ୍ ଜାଣିବା ପାଇଁ ୧୦ ଘଣ୍ଟା ସମୟ ଲାଗିଥାଏ।
- କରୋନା ନମୁନା ପରୀକ୍ଷଣ କରିବା ପାଇଁ ୧୦ ଘଣ୍ଟା ସମୟ ଆବଶ୍ୟକ ହୋଇଥାଏ।
- ଏନେଇ ସୂଚନା ଦେଲେ ଆରଏମଆରସିର ଅଧ୍ୟକ୍ଷା ଡାକ୍ତର ସଂଘମିତ୍ରା ପତି।
- ଆରଏମଆରସିରେ ପ୍ରତିଦିନ ଏକ ହଜାର ନମୁନା ପରୀକ୍ଷଣ ଲକ୍ଷ୍ୟ।
- ଅତ୍ୟନ୍ତ ସାବଧାନତାର ସହ ଲ୍ୟାବରେ ନମୁନା ପରୀକ୍ଷଣ ହୋଇଥାଏ।








କରୋନାକୁ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଶୁକ୍ରବାର କରୋନାକୁ ନେଇ କ’ଣ କହିଲେ?




