ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ସୋମବାର ସୁଦ୍ଧା କଣ ରହିଛି କରୋନା ଅପଡେଟ୍?

ଓଡ଼ିଶାରେ କରୋନା

  • ଗୋଟିଏ ଦିନରେ ରାଜ୍ୟରେ ୧୩ କରୋନା ପଜିଟିଭ୍ ଚିହ୍ନଟ।
  • ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ୫ ଜଣ ଲେଖାଏଁ ନୂଆ ପଜିଟିଭ୍ ଚିହ୍ନଟ।
  • ବାଲେଶ୍ୱରରୁ ୨ ଜଣ ଓ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ।
  • ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି।
  • ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା।
  • ଏବେ ରାଜ୍ୟରେ ୪୯ ଜଣ ସକ୍ରିୟ ଆକ୍ରାନ୍ତ।

ବିଶ୍ୱ ଓ ଦେଶରେ କରୋନା

  • ଭାରତରେ ଏବେ ସୁଦ୍ଧା ୪,୦୧,୫୮୬ ନମୁନା ପରୀକ୍ଷଣ।
  • ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭,୨୬୫କୁ ବୃଦ୍ଧି।
  • ବର୍ତ୍ତମାନ ସୁଦ୍ଧା ୨୫୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।
  • ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୪୩।
  • ଦେଶରେ ଏବେ ବି ୧୪,୧୭୫ ସକ୍ରିୟ ଆକ୍ରାନ୍ତ।
  • ବିଶ୍ୱର ୨୧୦ଟି ଦେଶ ଓ ୨ଟି ଜାହାଜ କରୋନା ଆକ୍ରାନ୍ତ।
  • ବିଶ୍ୱର ୨୪,୧୮,୫୫୯ ଜଣ ଲୋକ କରୋନା ପଜିଟିଭ୍।
  • ବିଶ୍ୱରେ ୧,୬୫,୭୪୧ ଜଣ ଲୋକ କରୋନାରେ ପ୍ରାଣ ହରାଇଲେଣି।

corona

କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

  • ବାହାର ରାଜ୍ୟରୁ ଓଡ଼ିଶା ଆସିଲେ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ।
  • ନିୟମ ଉଲ୍ଲଘଂନ କଲେ ଆଇନ୍ ଅନୁଯାୟୀ ଦଣ୍ଡ ଭୋଗିବେ।
  • ଗ୍ରାମ ପଞ୍ଚାୟତରେ ସରପଞ୍ଚମାନେ ଏନେଇ ଉତ୍ତରଦାୟୀ ରହିବେ।
  • ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ କଲେ ରାଜ୍ୟ ସରକାର।
  • କ୍ୱାରେଣ୍ଟାଇନରେ ରହିବା ପରେ ସରକାରଙ୍କ ତରଫରୁ ମିଳିବ ୨ ହଜାର ଟଙ୍କା।

Comment