ଓଡ଼ିଶାଲାଇଭ୍ ବ୍ୟୁରୋ

OLM-2

ଓଡ଼ିଶା ଲାଇଭଲିହୁଡ୍ସ୍ ମିଶନ ଅଧିନରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଜୁଲାଇ ୭ ତାରିଖ ଯାଏଁ ଚାଲୁ ରହିବ। ଏହି ନିଯୁକ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧିନରେ ଦିଆଯିବ।

ପଦବୀ

  • ଡେପୁଟି ଚିଫ୍ ଏକ୍ସିକ୍ୟୁଟିଭ୍ (ଲାଇଭଲିହୁଡ୍ସ୍)
  • ଡେପୁଟି ଚିଫ୍ ଏକ୍ସିକ୍ୟୁଟିଭ୍ (କମ୍ୟୁନିଟି ମୋବିଲାଇଜେସନ୍, ଇନଷ୍ଟିଚ୍ୟୁସନ୍ ବିଲ୍ଡିଂ ଆଣ୍ଡ୍ କାପାସିଟି ବିଲ୍ଡିଂ)
  • ଡେପୁଟି ଚିଫ୍ ଏକ୍ସିକ୍ୟୁଟିଭ୍ (କନଭରଜେନ୍ସ ଆଣ୍ଡ୍ ସୋସିଆଲ ଡେଭେଲପମେଣ୍ଟ)
  • ପ୍ରୋଜେକ୍ଟ ମ୍ୟାନେଜର (ଫାଇନାନସିଆଲ୍ ମ୍ୟାନେଜମେଣ୍ଟ)
  • ପ୍ରୋଜେକ୍ଟ ମ୍ୟାନେଜର (କାପାସିଟି ବିଲ୍ଡିଂ)
  • ପ୍ରୋଜେକ୍ଟ ମ୍ୟାନେଜର (ସୋସିଆଲ ଡେଭେଲପମେଣ୍ଟ)
  • ପ୍ରୋଜେକ୍ଟ ମ୍ୟାନେଜର (ମାଇକ୍ରୋ ଇନସୁରାନ୍ସ)
  • ପ୍ରୋଜେକ୍ଟ ମ୍ୟାନେଜର (ଲାଇଭ୍ ଷ୍ଟକ୍)
  • ପ୍ରୋଜେକ୍ଟ ଏକ୍ସିକ୍ୟୁଟିଭ୍ (କମ୍ୟୁନିଟି ମୋବିଲାଇଜେସନ୍ ଆଣ୍ଡ୍ ଇନଷ୍ଟିଚ୍ୟୁସନ୍ ବିଲ୍ଡିଂ)
  • ପ୍ରୋଜେକ୍ଟ ଏକ୍ସିକ୍ୟୁଟିଭ୍ (ମ୍ୟାନଜମେଣ୍ଟ ଇନଫରମେସନ ସିଷ୍ଟମ)

ଦରମା

  • ଡେପୁଟି ଚିଫ୍ ଏକ୍ସିକ୍ୟୁଟିଭ୍- ୬୦ ହଜାରରୁ ୭୦ ହଜାର
  • ପ୍ରୋଜେକ୍ଟ ମ୍ୟାନେଜର- ୪୦ ହଜାରରୁ ୫୦ ହଜାର
  • ପ୍ରୋଜେକ୍ଟ ଏକ୍ସିକ୍ୟୁଟିଭ୍- ୨୫ ହଜାରରୁ ୩୫ହଜାର

ବୟସ ସୀମା- ୩୭ ବର୍ଷ

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ olm.nic.inରେ କ୍ଲିକ୍ କରନ୍ତୁ।

Comment