ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛା ରଖୁଥିବା ଆଶାୟୀଙ୍କ ପାଇଁ ବଡ଼ ସୂଚନା। ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୨ ହଜାର ପ୍ରୋବେସନାରୀ ଅଫିସର (PO)ଙ୍କ ନିଯୁକ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏଥିପାଇଁ ଡିସେମ୍ବର ୪ ସୁଦ୍ଧା ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୧୪ ନଭେମ୍ବର ୨୦୨୦
  • ଆବେଦନ ଶେଷ – ୪ ଡିସେମ୍ବର ୨୦୨୦

ବୟସ – ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୦ ବର୍ଷ ଭିତରେ ହେବା ଆବଶ୍ୟକ

ଆବେଦନ ଫି

ସାଧାରଣ ବର୍ଗ ଏବଂ ଓବିସି – ୭୫୦ ଟଙ୍କା

ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗ – କୌଣସି ଶୁଳ୍କ ନାହିଁ

ଶିକ୍ଷାଗତ ଯୋଗ୍ୟତା

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଜଣକ ଗ୍ରାଜୁଏସନ ପାସ୍ କରିଥିବା ଆବଶ୍ୟକ।

Comment