ଓଡ଼ିଶାଲାଇଭ୍ ବ୍ୟୁରୋ

paradip port trust

ପାରାଦୀପ ପୋର୍ଟ ଟ୍ରଷ୍ଟ ଅଧୀନରେ ପ୍ରୋବେସନାରୀ ପାଇଲଟ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ବ୍ୟକ୍ତିମାନେ କାଲି ସୁଦ୍ଧା ଆବେଦନ କରିପାରିବେ।

ଯୋଗ୍ୟତା- ଭାରତ ସରକାରଙ୍କ ଅଧୀନରେ ମିନିଷ୍ଟ୍ରୀ ଅଫ୍ ସିପିଂ ଦ୍ୱାରା ବିଦେଶ ଯାଉଥିବା ଜାହାଜର ମାଷ୍ଟର ଭାବରେ ସାର୍ଟିଫିକେଟ ହାସଲ କରିଥିବେ। ମାଷ୍ଟର ବା ଚିଫ୍ ଅଫିସର ଭାବେ ଗୋଟିଏ ବର୍ଷର ଅଭିଜ୍ଞତା ଥିବ।

CGU new

ବୟସ ସୀମା– ୫୫ ବର୍ଷ

ଦରମା- ୮୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଆବଶ୍ୟକୀୟ ସାର୍ଟିଫିକେଟର କପିକୁ secy@paradipport.gov.in କୁ ଜୁଲାଇ ୧୦ ତାରିଖ ସୁଦ୍ଧା ମେଲ୍ କରିବେ। ଏହାପରେ ଭିଡିଓ କନଫେରେନ୍ସିଂ ଜରିଆରେ ଇଣ୍ଟରଭ୍ୟୁ ନିଆଯିବ।

ଅଧିକ ସୂଚନା ପାଇଁ paradipport.gov.inରେ କ୍ଲିକ୍ କରନ୍ତୁ।

Comment