ଓଡ଼ିଶାଲାଇଭ୍‌ ବ୍ୟୁରୋCoronavirus blood test

ଆଜି ରାଜ୍ୟର ୩୦ଟି ଯାକ ଜିଲ୍ଲାରୁ ୧୯୭୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୪୧ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୭୩୬ ଲୋକାଲ କେସ ରହିଛି।

ଆଜି ଖୋଦ୍ଧାରୁ ସର୍ବାଧିକ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୮୦, ମୟୂରଭଞ୍ଜରୁ ୧୨୦,  ଭଦ୍ରକରୁ ୧୧୮, କଟକରୁ ୧୦୧,  ଗଜପତିରୁ ୯୩, କୋରାପୁଟରୁ ୯୦, ସୁନ୍ଦଗଡ଼ରୁ ୮୮, ପୁରୀରୁ ୮୩, ନୟାଗଡ଼ରୁ ୭୫, ରାୟଗଡ଼ାରୁ ୭୦ ଜଣ ଚିହ୍ନଟ ହୋଇଛନ୍ତି।BGU

ସେହିପରି ଯାଜପୁରରୁ ୬୯, କନ୍ଧାମାଳରୁ ୬୦, ବାଲେଶ୍ୱରରୁ ୫୬, ସମ୍ବଲପୁରରୁ ୫୯, କଳାହାଣ୍ଡିରୁ ୪୮, ମାଲକାନଗିରିରୁ ୫୨, ଢେଙ୍କାନାଳରୁ ୪୦, ଜଗତସିଂହପୁରରୁ ୩୪, ବରଗଡ଼ରୁ ୨୨,  ଝାରସୁଗୁଡ଼ାରୁ ୧୧, ବଲାଙ୍ଗିର ଓ ସୁବର୍ଣ୍ଣପୁରରୁ  ୭ ଲେଖାଏଁ. କେନ୍ଦୁଝରରୁ ୧୦, କେନ୍ଦ୍ରାପଡ଼ାରୁ ୬, ବୌଦ୍ଧରୁ ୫. ଅନୁଗୁଳ ଓ ଦେବଗଡ଼ରୁ ୨ ଲେଖାଏଁ  ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୫୪ ହଜାର ୬୩୦କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୩୭,୯୦୦ ସୁସ୍ଥ ହୋଇଥିଲା ବେଳେ ୧୬, ୩୫୩ ଆକ୍ଟିଭ କେସ୍ ରହିଛି।

Comment