ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୪୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୪୧ ଜଣ ଚିହ୍ନଟ ହୋଇଥିଲା ବେଳେ ୧୭୬୮ ଲୋକାଲ କେସ୍ ରହିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୩ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ୪୯୧, ପୁରୀରୁ ୩୨୬, (ଷ୍ଟେଟପୁଲ ୨୧୦), ବାଲେଶ୍ୱରରୁ  ୧୮୩, ଯାଜପୁରରୁ ୧୭୬, ସମ୍ବଲପୁରରୁ ୧୫୪, ଜଗତସିଂହପୁରରୁ ୧୪୬, କେନ୍ଦ୍ରପଡ଼ାରୁ ୧୨୩, ସୁନ୍ଦରଗଡ଼ରୁ ୧୨୧, ବରଗଡ଼ରୁ ୧୨୬, କୋରାପୁଟରୁ ୧୧୪, ଅନୁଗୁଳରୁ ୧୦୯, ମୟୂରଭଞ୍ଜରୁ  ୧୦୭, କନ୍ଧମାଳ ଓ ନବରଙ୍ଗପୁରରୁ ୧୦୨ ଲେଖାଏଁ, ରାୟଗଡ଼ାରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି।

Comment