ଓଡ଼ିଶାଲାଇଭ୍‌ ବ୍ୟୁରୋhome quarantine

ହୋମ୍‌ ଆଇସୋଲେସନରେ ରହି କୋଭିଡ ରୋଗୀ ନିଜର ଚିକିତ୍ସା କରିପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସେହି ସତର୍କତା କ’ଣ ତାହା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

  • ପରିବାର ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ରହିବେ।
  • ଛୋଟ ପିଲା, ବୟସ୍କ, ଗର୍ଭବତୀ ଥିଲେ ସେମାନଙ୍କଠାରୁ ଦୂରରେ ରହନ୍ତୁ।
  • ଦିନକୁ ୨ ଥର ତାପମାତ୍ର ମାପି ଏନେଇ ଧାର୍ଯ୍ୟ ନମ୍ବରରେ ଫୋନ୍‌ କରି ଜଣାଇବେ।
  • ଗର୍ଭବତୀ ମହିଳା ହୋମ୍‌ ଆଇସୋଲେସନରେ ନରହି କୋଭିଡ ହସ୍ପିଟାଲ ଯାଆନ୍ତୁ।
  • ଔଷଧ ଖାଇବା ନେଇ ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ପ୍ରାଞ୍ଜଳ ଭାବେ ବୁଝି ନିଅନ୍ତୁ।
  • ଔଷଧ ଖାଇବା ସହ ଅଧିକ ପାଣି ପିଇବା ଜରୁରୀ।
  • ସରକାରୀ ପ୍ରଦତ୍ତ ଔଷଧ ଖାଇଲେ ତାହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।
  • କରୋନା ଲକ୍ଷଣ

ଅଣନିଶ୍ୱାସୀ ଲାଗିବ।, ସ୍ୱାଦ ବାରି ନପାରିବା, ଦେହ ହାତ ବିନ୍ଧା ହେବ।,

Comment