ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୩୧୯ ଆକ୍ରାନ୍ତ, ୪ ମୃତ
- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୯୧୫କୁ ବୃଦ୍ଧି
- କରୋନାଜନିତ ମୃତ୍ୟୁସଂଖ୍ୟା ୧,୮୪୩କୁ ବୃଦ୍ଧି
ରାଜ୍ୟର ୨୬ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥମଧ୍ୟରେ କ୍ୱାରେଣ୍ଟାଇନରୁ ୧୮୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୩୫ ଜଣ ଆକ୍ରାନ୍ତ ଅଛନ୍ତି। ଅନ୍ୟପଟେ ଆଜି ଆଉ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
Covid-19 Report For 21st December
New Positive Cases: 319
In quarantine: 184
Local contacts: 135(Details of local contacts will be shared by concerned District Administration)
District Wise Cases:
1. Angul: 35
2. Balasore: 10
3. Bargarh: 6
4. Bhadrak: 7
5. Balangir: 15— I & PR Department, Odisha (@IPR_Odisha) December 22, 2020
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୫ ଜଣ, ପୁରୀରୁ ୨୪ ଜଣ, ଖୋର୍ଦ୍ଧାରୁ ୨୩ ଜଣ, ସମ୍ବଲପୁର ଓ ମୟୂରଭଞ୍ଜରୁ ୧୯ ଜଣ ଲେଖାଏଁ ପଜିଟିଭ୍ ଅଛନ୍ତି।
22. Nuapada: 8
23. Puri: 24
24. Rayagada: 1
25. Sambalpur: 19
26. Sundargarh: 72
27. State Pool: 5New recoveries: 309
Cumulative tested: 6665701
Positive: 326915
Recovered: 321956
Active cases: 3063— I & PR Department, Odisha (@IPR_Odisha) December 22, 2020
ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୯୧୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୧,୯୫୬ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୬୩ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୮୪୩କୁ ବୃଦ୍ଧି ପାଇଛି।













