ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ନୌସେନା ଅଧୀନରେ ବିଭିନ୍ନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୩୧ ତାରିଖ ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।
ଖାଲି ପଡ଼ିଥିବା ବିଭାଗ
ଏକ୍ସିକ୍ୟୁଟିଭ ବ୍ରାଞ୍ଚ – ୧୨୨ଟି ପଦବୀ
ଟେକ୍ନିକାଲ ବ୍ରାଞ୍ଚ – ୭୦ଟି ପଦବୀ
ଏଜୁକେସନ ବ୍ରାଞ୍ଚ – ୧୮ଟି ପଦବୀ
- ଆବେଦନ ଆରମ୍ଭ – ୧୮.୧୨.୨୦୨୦
- ଆବେଦନ ଶେଷ – ୩୧.୧୨.୨୦୨୦
ଯୋଗ୍ୟତା
- ଏକ୍ସିକ୍ୟୁଟିଭ ବ୍ରାଞ୍ଚ – ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
- ଟେକ୍ନିକାଲ ବ୍ରାଞ୍ଚ – ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
- ଏଜୁକେସନ ବ୍ରାଞ୍ଚ – ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟଚେଲର ଡିଗ୍ରୀ କିମ୍ଵା ଏମଏ ଅଥବା ଏମଏସି କରିଥିବା ଆବଶ୍ୟକ।