ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନୌସେନା ଅଧୀନରେ ବିଭିନ୍ନ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୩୧ ତାରିଖ ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ଖାଲି ପଡ଼ିଥିବା ବିଭାଗ

ଏକ୍ସିକ୍ୟୁଟିଭ ବ୍ରାଞ୍ଚ – ୧୨୨ଟି ପଦବୀ

ଟେକ୍ନିକାଲ ବ୍ରାଞ୍ଚ – ୭୦ଟି ପଦବୀ

ଏଜୁକେସନ ବ୍ରାଞ୍ଚ – ୧୮ଟି ପଦବୀ

  • ଆବେଦନ ଆରମ୍ଭ – ୧୮.୧୨.୨୦୨୦
  • ଆବେଦନ ଶେଷ – ୩୧.୧୨.୨୦୨୦

ଯୋଗ୍ୟତା

  • ଏକ୍ସିକ୍ୟୁଟିଭ ବ୍ରାଞ୍ଚ – ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ଟେକ୍ନିକାଲ ବ୍ରାଞ୍ଚ – ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ଏଜୁକେସନ ବ୍ରାଞ୍ଚ – ଇଞ୍ଜିନିୟରିଂ କିମ୍ଵା ଟେକ୍ନୋଲୋଜିରେ ବ୍ୟଚେଲର ଡିଗ୍ରୀ କିମ୍ଵା ଏମଏ ଅଥବା ଏମଏସି କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ।

Comment