ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ କୋଲଫିଲଡ (MCL) ଅଧୀନରେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ଆବେଦନ କରିପାରିବେ।
ପଦବୀ ନାମ ଏବଂ ସଂଖ୍ୟା
ଜେନେରାଲ ମେଡିକାଲ କନସଲଟାଣ୍ଟ – ୮ଟି
ବେତନ ହାର – ୮୫,୦୦୦ ଟଙ୍କା (ମାସିକ)
ଇଣ୍ଟରଭିୟୁ ତାରିଖ ଏବଂ ସମୟ
୧୬.୦୩.୨୦୨୧ – ସକାଳ ୧୦ଟା
ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀ MBBS ଡିଗ୍ରୀ ଲାଭ କରିଥିବା ଆବଶ୍ୟକ।
ଆବେଦନ ପାଇଁ ଶେଷ ତାରିଖ – ୧୦.୦୩.୨୦୨୧