ଓଡ଼ିଶାଲାଇଭ୍ ବ୍ୟୁରୋ

jobମହାନଦୀ କୋଲଫିଲଡ (MCL) ଅଧୀନରେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ନାମ ଏବଂ ସଂଖ୍ୟା

ଜେନେରାଲ ମେଡିକାଲ କନସଲଟାଣ୍ଟ – ୮ଟି

ବେତନ ହାର – ୮୫,୦୦୦ ଟଙ୍କା (ମାସିକ)

ଇଣ୍ଟରଭିୟୁ ତାରିଖ ଏବଂ ସମୟ

୧୬.୦୩.୨୦୨୧ – ସକାଳ ୧୦ଟା

ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀ MBBS ଡିଗ୍ରୀ ଲାଭ କରିଥିବା ଆବଶ୍ୟକ।

ଆବେଦନ ପାଇଁ ଶେଷ ତାରିଖ – ୧୦.୦୩.୨୦୨୧

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment