ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରିଜର୍ଭ ବ୍ୟଙ୍କ ଅଧୀନରେ ଅଫିସ ଆଟେଣ୍ଡାଣ୍ଟ୍ ପଦଦୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ଜରିଆରେ ଆବେଦନ କରିପାରିବେ।
- ଆବେଦନ ଆରମ୍ଭ – ୨୪.୦୨.୨୦୨୧
- ଆବେଦନ ଶେଷ – ୧୫.୦୩.୨୦୨୧
ଆବେଦନ ପାଇଁ ବୟସ ସୀମା
- ସର୍ବନିମ୍ନ – ୧୮ ବର୍ଷ
- ସର୍ବାଧିକ – ୨୫ ବର୍ଷ
ଖାଲି ପଡ଼ିଥିବା ପଦବୀ ନାମ ଏବଂ ସଂଖ୍ୟା
- ଅଫିସ ଆଟେଣ୍ଡାଣ୍ଟ୍ – ୮୪୧ଟି
- ଏଥି ମଧ୍ୟରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ଵର ଶାଖାରେ ୨୪ଟି ପଦବୀ ଖାଲି ପଡ଼ିଛି। ତେଣୁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ।
ଆବେଦନ ଫି – ୪୫୦ ଟଙ୍କା
ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀଜଣକ ମାଟ୍ରିକ ପାସ୍ କରିଥିବା ଆବଶ୍ୟକ।
ପରୀକ୍ଷା ତାରିଖ – ଏପ୍ରିଲ ମାସର ୯ ଏବଂ ୧୦ ତାରିଖରେ ପରୀକ୍ଷା ହୋଇପାରେ।
ଏଥିନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କର ଓ୍ଵେବସାଇଟ୍ https://www.rbi.org.in/ରେ ପ୍ରାର୍ଥୀମାନେ ଅଧିକ ସୂଚନା ପାଇପାରିବେ।
ଆବେଦନ କରିବାକୁ ଚାହୁଁଥିଲେ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।