ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ମାସରେ ୯ ଦିନ ବନ୍ଦ ରହିବ ବ୍ୟାଙ୍କ। ତେଣୁ ଯଦି ଆପଣଙ୍କର କୌଣସି ବ୍ୟାଙ୍କ ସମ୍ପର୍କିତ କାମ ବାକି ରହିଯାଇଛି, ତାହେଲେ ତୁରନ୍ତ ସାରି ଦିଅନ୍ତୁ।
ଜାଣନ୍ତୁ, କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ?
ଏପ୍ରିଲ୍ ୨ – ଗୁଡ୍ ଫ୍ରାଇ ଡେ
ଏପ୍ରିଲ୍ ୪ – ରବିବାର
ଏପ୍ରିଲ୍ ୧୦ – ଦ୍ଵିତୀୟ ଶନିବାର
ଏପ୍ରିଲ୍ ୧୧ – ରବିବାର
ଏପ୍ରିଲ୍ ୧୪ – ଆମ୍ବେଦକର ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି
ଏପ୍ରିଲ୍ ୧୮ – ରବିବାର
ଏପ୍ରିଲ୍ ୨୧ – ଶ୍ରୀରାମ ନବମୀ
ଏପ୍ରିଲ୍ ୨୪ – ଚତୁର୍ଥ ଶନିବାର
ଏପ୍ରିଲ୍ ୨୫ – ରବିବାର
ଏହାବାଦ୍ ରାଜ୍ୟସ୍ତରୀୟ ଛୁଟି ମଧ୍ୟ ରହିଛି।