ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ମାସରେ ୯ ଦିନ ବନ୍ଦ ରହିବ ବ୍ୟାଙ୍କ। ତେଣୁ ଯଦି ଆପଣଙ୍କର କୌଣସି ବ୍ୟାଙ୍କ ସମ୍ପର୍କିତ କାମ ବାକି ରହିଯାଇଛି, ତାହେଲେ ତୁରନ୍ତ ସାରି ଦିଅନ୍ତୁ।

ଜାଣନ୍ତୁ, କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ?

ଏପ୍ରିଲ୍ ୨ – ଗୁଡ୍ ଫ୍ରାଇ ଡେ

ଏପ୍ରିଲ୍ ୪ – ରବିବାର

ଏପ୍ରିଲ୍ ୧୦ – ଦ୍ଵିତୀୟ ଶନିବାର

ଏପ୍ରିଲ୍ ୧୧ – ରବିବାର

ଏପ୍ରିଲ୍ ୧୪ – ଆମ୍ବେଦକର ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି

ଏପ୍ରିଲ୍ ୧୮ – ରବିବାର

ଏପ୍ରିଲ୍ ୨୧ – ଶ୍ରୀରାମ ନବମୀ

ଏପ୍ରିଲ୍ ୨୪ – ଚତୁର୍ଥ ଶନିବାର

ଏପ୍ରିଲ୍ ୨୫ – ରବିବାର

ଏହାବାଦ୍‌ ରାଜ୍ୟସ୍ତରୀୟ ଛୁଟି ମଧ୍ୟ ରହିଛି।

Comment