ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ମାସରେ ୭ ଦିନ ବନ୍ଦ ରହିବ ବ୍ୟାଙ୍କ। ତେଣୁ ଯଦି ଆପଣଙ୍କର କୌଣସି ବ୍ୟାଙ୍କ ସମ୍ପର୍କିତ କାମ ବାକି ରହିଯାଇଛି ଏହାକୁ ତୁରନ୍ତ ସାରି ଦିଅନ୍ତୁ। ନଭେମ୍ବର ମାସରେ କାର୍ତ୍ତିକ ପୂର୍ଣ୍ଣିମା, ଦ୍ୱିତୀୟ ଶନିବାର, ରବିବାର ଆଦିକୁ ମିଶାଇ ମୋଟ ୭ ଦିନ ବ୍ୟାଙ୍କ୍ ବନ୍ଦ ରହିବ।

ଜାଣନ୍ତୁ, କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ?

  • ନଭେମ୍ବର ୧ – ରବିବାର
  • ନଭେମ୍ବର ୮ – ରବିବାର
  • ନଭେମ୍ବର ୧୪ – ଦ୍ୱିତୀୟ ଶନିବାର
  • ନଭେମ୍ବର ୧୫ – ରବିବାର
  • ନଭେମ୍ବର ୨୨ – ରବିବାର
  • ନଭେମ୍ବର ୨୮ – ଚତୁର୍ଥ ଶନିବାର
  • ନଭେମ୍ବର ୩୦ – କାର୍ତ୍ତିକ ପୂର୍ଣ୍ଣିମା

Comment