ଓଡ଼ିଶାଲାଇଭ୍‌  ବ୍ୟୁରୋ

ଚିକେନ ପକୋଡ଼ା ଠାରୁ ଆରମ୍ଭ କରି ମଟନ ଚପ୍। ଇଣ୍ଡିଆନ ଓ ଚାଇନିଜଠୁ ନେଇ ଆରବିଆନ୍ ଖାଦ୍ୟ। ଗୋଟିଏ ଜାଗାରେ ମିଳୁଛି ଆପଣଙ୍କ ମନ ପସନ୍ଦର ଭେଜ୍ ଓ ନନଭେଜ୍ ଖାଇବା। ଏଭଳି ବିଭିନ୍ନ ପ୍ରକାର ଖାଦ୍ୟର ପସରା ମେଲାଇଛି ଭୁବନେଶ୍ୱରର ଖାଓଗଲି। ଦେଖନ୍ତୁ ଭିଡିଓ…

Comment