ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷୟୁକ୍ରେନ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଛି। ୟୁକ୍ରେନ ରାଜଧାନୀ କ୍ଵିଭକୁ ନିଜବ୍ଜାକୁ ନେବାରେ ଅସଫଳ ହୋଇଛି ରୁଷ। ଏଣେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିବାରୁ ଯୁଦ୍ଧ ସମାପ୍ତ ହେବାର ଆଶଙ୍କା କରାଯାଉଛି।

  • ୟୁକ୍ରେନ ନିୟନ୍ତ୍ରଣରେ ରାଜଧାନୀ କ୍ଵିଭ
  • ୟୁକ୍ରେନ ରାଜଧାନୀ କ୍ଵିଭରୁ କବ୍ଜାକୁ ନେବାରେ ବିଫଳ ହେଲା ରୁଷ
  • ୟୁକ୍ରେନ ଏୟାରସ୍ପେସ ଆମ କବ୍ଜାରେ – ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ
  • ପୁଟିନ ହେଉଛନ୍ତି ଏକବିଂଶ ଶତାବ୍ଦୀର ହିଟଲର କହିଲେ ୟୁକ୍ରେନ ବୈଦେଶୀକ ମନ୍ତ୍ରୀ
  • ରୁଷ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ
  • ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ପାଇଁ ମଞ୍ଚ ପ୍ରସ୍ତୁତ
  • ବେଲାରୁଷରେ ହେବ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା
  • ୟୁକ୍ରେନ ରାଜଧାନୀ କ୍ଵିଭରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ
  • ୟୁକ୍ରେନରେ ଫସି ଥିବା ଭାରତୀୟଙ୍କୁ ଉଦ୍ଧାର କରିବ ସ୍ପାଇସଜେଟ
  • ଜିଟୋମିର ଏୟାରପୋର୍ଟ ଉପରେ ରୁଷର ମିଶାଇଲ ମାଡ଼
  • ୟୁକ୍ରେନର ସେହିନି ଗ୍ରାମରୁ ବାହାରୁଛନ୍ତି ଭାରତୀୟ
  • ୟୁକ୍ରେନକୁ ସହାୟତା କରିବାକୁ ପହଞ୍ଚିଲା ଆମେରିକା

  • ୟୁକ୍ରେନକୁ ରୁଷର ଖୋଲା ଚ୍ୟାଲେଞ୍ଜ: ‘ଏଥର ଆଣବିକ ଅସ୍ତ୍ର ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’
  • ରୁଷ ସହ ଶାନ୍ତି ବାର୍ତ୍ତା ପାଇଁ ଇସ୍ରାଏଲର ପ୍ରସ୍ତାବ, ବେଲାରୁଷ ସୀମାରେ ଦୁଇ ଦେଶ ମଧ୍ୟରେ ସୋମବାର ହୋଇପାରେ ଆଲୋଚନା
  • ୟୁକ୍ରେନ୍ ସଙ୍କଟକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ସ୍ୱତନ୍ତ୍ର ସଭା, ମତଦାନରୁ ଦୂରେଇ ରହିଲେ ଭାରତ ଓ ଚୀନ
  • ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେନା ମାଡ଼ ମାରୁଥିବା ଅଭିଯୋଗ, ଭାଇରାଲ ହେଉଛି ଭିଡିଓ
  • ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ “ରୁଷ ମତେ ହତ୍ୟା କରିବା ପାଇଁ ଭଡ଼ାଟିଆ ଗୁଣ୍ଡା ପଠାଇଛି”
  • ୟୁକ୍ରେନ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ର୍ଥ ଉଚ୍ଚସ୍ତରୀୟ ବୈଠକ, ୟୁକ୍ରେନର ପଡ଼ୋଶୀ ଦେଶକୁ ଯିବେ ୪ କେନ୍ଦ୍ରମନ୍ତ୍ରୀ
  • ଅପରେସନ୍ ଗଙ୍ଗା ମାଧ୍ୟରେ ଛାତ୍ରଛାତ୍ରୀଙ୍କୁ ଭାରତ ଅଣାଯିବ
  • ୟୁକ୍ରେନ ସଙ୍କଟ ପାଇଁ ଆମେରିକାକୁ ଦାୟୀ କଲା ଉତ୍ତର କୋରିଆ
  • ୟୁକ୍ରେନ ସଙ୍କଟ: ୨ ଲକ୍ଷ ୟୁକ୍ରେନୀୟ ଦେଶ ଛାଡ଼ିଲେଣୀ, ରୁଷ ହରାଇଲାଣି ୪,୩୦୦ ସୈନ୍ୟ

Comment