ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସାରା ରାଜ୍ୟ ପାଳୁଛି ରଙ୍ଗର ପର୍ବ ହୋଲି। ଗାଁଠୁ ସହର ହୋଇଉଠିଛି ଉତ୍ସବମୁଖର। ହାତରେ ଭଳିକି ଭଳି ରଙ୍ଗ ଧରି ପରସ୍ପିରକୁ ରଙ୍ଗରେ ରଙ୍ଗେଇ ହୋଲିର ସୁଭେଚ୍ଛା ଦେଇ ଚାଲିଛନ୍ତି ଲୋକେ।

ରଙ୍ଗ ଓ ଭାଇ ଚାରାର ପର୍ବ ହେଉଛି ହୋଲି। ହୋଲି ରଙ୍ଗ ଭରିଦିଏ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଆଉ ଭଲ ପାଇବା। କୁହାଯାଏ ଏହି ଦିନ ଶତ୍ରୁ ବି ଶତ୍ରୁତା ଭୁଲି ରଙ୍ଗ ଖେଳରେ ସାମିଲ ହୁଏ। ସେଥିପାଇଁ ତ କୁହାଯାଏ ‘ବୁରା ନା ମାନୋ ହୋଲି ହୈ’।  

ହୋଲି ଦିନ ଟିକେ ଅବିର ରଙ୍ଗୀନ କରିଦିଏ ଜୀବନକୁ ଆଉ ସୁଧୂର କରିଦିଏ ସମ୍ପର୍କକୁ। ହୋଲି ଅବସରେ ଓଡ଼ିଶାଲାଇଭ୍‌ ପରିବାର ତରଫରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଛା ଆଉ ଶୁଭକାମନା। ସମସ୍ତେ ନିଜ ପରିବାର ସହ ସୁରକ୍ଷିତ ଭାବେ ହୋଲି ଖେଳନ୍ତୁ।

Tags: #Holi #HappyHoli #HoliCelebration #Colour #ColourCelebration

LEAVE A REPLY

Please enter your comment!
Please enter your name here