ଓଡ଼ିଶାଲାଇଭ୍‌ ବ୍ୟୁରୋ

Kabita Diwedi

କବିତା ଦ୍ୱିବେଦୀ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ। ଘର ଓଡ଼ିଶାରେ କିନ୍ତୁ ପଢ଼ିଛନ୍ତି ଓ ବଢ଼ିଛନ୍ତି ଦିଲ୍ଲୀରେ। ଓଡ଼ିଶୀ ପାଇଁ ତାଙ୍କର ସାଧନା ଆଜି ତାଙ୍କୁ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ହେଲେ ଏହି ଦୀର୍ଘ ଯାତ୍ରାରେ ତାଙ୍କ ସାମ୍ନାରେ ଅନେକ ଚାଲେଞ୍ଜ ଆସିଛି। ସେ କିନ୍ତୁ ହାରି ନଯାଇ ଏହାର ଦୃଢ଼ ମୁକାବିଲା କରିଛନ୍ତି।

ଜୀବନର ଏଭଳି ଅନେକ ଉତ୍ଥାଥାନ ପତନ, ପିଲାବେଳର ଘଟଣା, ଯୁବ ଅବସ୍ଥାର ମଜାଳିଆ ମୁହୁର୍ତ୍ତ ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ମନ ଖୋଲି କହିଛନ୍ତି କବିତା।Promotional Card

ଜୁଲାଇ ୧୫, ଶୁକ୍ରବାର ଦିନ ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଚାନେଲରେ ଦେଖନ୍ତୁ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ କବିତା ଦ୍ୱିବେଦୀଙ୍କ କାହାଣୀ।

LEAVE A REPLY

Please enter your comment!
Please enter your name here