ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଚେହେରା ବ୍ରଜ ସିଂ। ନିଜ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରାଇଛନ୍ତି ତ, ଆଉ କେତେବେଳେ କନ୍ଦାଇଛନ୍ତି। ମଞ୍ଚ, ସିନେମା ଏବଂ ମେଗା ଧାରାବାହିକ ଭଳି ମନୋରଞ୍ଜନର ତିନୋଟି ପ୍ଲାଟଫର୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ଅଭିନୟ ଦୁନିଆରେ ବ୍ରଜ ସିଂଙ୍କ ଦୀର୍ଘଦିନର ଅନୁଭୂତି ଏବଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ଭିଡିଓ…

Comment