ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ, ଓଡ଼ିଶୀ ସଙ୍ଗୀତ ଧାରାର ଏକ ବଳିଷ୍ଠ ଉଚ୍ଚାରଣ। ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଲୋକ ଗୀତ, ପଲ୍ଲୀଗୀତ ତଥା ଭକ୍ତି ସଙ୍ଗୀତର ଏକ ଶୁଦ୍ଧ ଓ ଶ୍ରୁତି ମଧୁର ସ୍ୱର। ଓଡ଼ିଶାଲାଇଭର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ରହିଛି ଶ୍ୟାମାମଣି ଦେବୀଙ୍କ ଆଦ୍ୟ ଜୀବନ, ସଙ୍ଗୀତ ସାଧନା ଓ ବମ୍ବେରେ କରିଥିବା ସଂଘର୍ଷର କଥା। ଦେଖନ୍ତୁ ଭିଡିଓ…

Comment